LAHU BHIJA LALATA || ଲହୁ ଭିଜା ଲଲାଟ || GOOD FRIDAY SPECIAL SONG || BABUN PANI || AMIT BADANAYAK

Описание к видео LAHU BHIJA LALATA || ଲହୁ ଭିଜା ଲଲାଟ || GOOD FRIDAY SPECIAL SONG || BABUN PANI || AMIT BADANAYAK

LAHU BHIJA LALATA || ଲହୁ ଭିଜା ଲଲାଟ || GOOD FRIDAY SPECIAL SONG || NEW ODIA CHRISTIAN SONG || STUDIO VERSION || BABUN PANI || AMIT BADANAYAK

GOOD FRIDAY SONG

ଲହୁ ଭିଜା ଲଲାଟ ଶିରେ କଣ୍ଟା ମୁକୁଟ
କୋମଳ ପୃଷ୍ଠରେ କୋରଡ଼ାର ଛାଟ
ଆହା କି କଷ୍ଟ ଭୋଗିଲ ଖ୍ରୀଷ୍ଟ
ଲହୁ ଭିଜା ଲଲାଟ.........=୦=

ଝରଇ ରକ୍ତ ତିନ୍ତଇ ପଥ
ଚରଣ ଝୁଣ୍ଟି ଆଘାତେ
ନିରବେ ସହି କ୍ରୁଶକୁ ବୋହି
ଚାଲିଲ ଗଲଗଥା ପଥେ
ରାଜପୁତ୍ର ହୋଇ ଦାସରୂପ ନେଇ (୨ଥର)
ଫେଡ଼ିଲ ପାପୀର ପାପ କଷ୍ଟ
ଲହୁ ଭିଜା ଲଲାଟ........=୧=

ଶୂନ୍ୟରେ ଝୁଲି ରୁଧିର ଢାଳି
ଛନ୍ଦା କାଷ୍ଠେ ଛନ୍ଦି ହୋଇ
ପାତକି ଲାଗି ମରଣ ଭୋଗୀ
କ୍ରୁଶୀୟ ଯନ୍ତ୍ରଣା ସହି
ଶୋଷେ ବ୍ୟାକୁଳିତ କରି ପ୍ରାୟଶ୍ଚିତ (୨ଥର)
ସାଧିଲ ପ୍ରଭୁ ପିତାଙ୍କ ଇଷ୍ଟ .....
ଲହୁ ଭିଜା ଲଲାଟ.........=୨=


SONG CREDITS :

Song : ଲହୁ ଭିଜା ଲଲାଟ

Singer : Babun Pani

Lyrics : Bhubaneswar Raulo

Music : Amit Badanayak (8895583382)

Music Arrange : Bapi Samal & Jeebit Pani

Voice Dub : Someboy'z Media Studio Tiripur, Tamil Nadu

Track Making : Symphony Studio Cuttack

Mastering : MRR Studio,Cuttack

Video Editing : Amit Badanayak

Track Production : Ajayagada Baptist Church

Music label : AB music

WhatsApp : 8895583382

Contact : 8895583382, 7978601423


ଅନ୍ୟ ସମସ୍ତ ସୁପର୍ ହିଟ୍ ଖ୍ରୀଷ୍ଟିଆନ ଗୀତର Link

ମୁଁ ଯେ ଅକିଞ୍ଚନ
   • MU JE AKINCHANA || ମୁଁ ଯେ ଅକିଞ୍ଚନ || ...  

ହେ ପ୍ରଭୁ (Full HD Video)
   • HE PRABHU || ହେ ପ୍ରଭୁ || HUMANE SAGAR...  

କେଡ଼େ ପ୍ରେମ କଲେ ବୋଲି (Studio Version)
   • KEDE PREMA KALE BOLI || କେଡ଼େ ପ୍ରେମ କ...  

ପ୍ରଶଂସା ଭାଜନ (Studio Version)
   • PRASANGSA BHAJANA || ପ୍ରଶଂସା ଭାଜନ || ...  

ହେ କ୍ରୁଶଧାରୀ (Studio Version)
   • NEW ODIA GOOD FRIDAY SPECIAL SONG 202...  

କମ୍ପିଉଠେ ଏ ଧରା ଧାମ (Studio Version)
   • KAMPIUTHE | କମ୍ପିଉଠେ | NEW ODIA CHRIS...  

କମ୍ପିଉଠେ ଏ ଧରା ଧାମ (Dance Video)
   • NEW ODIA CHRISTMAS DANCE VIDEO || KAM...  

କମ୍ପିଉଠେ ଏ ଧରା ଧାମ (Track/Karaoke)
   • Kampiuthe Track || କମ୍ପିଉଠେ ଟ୍ରାକ୍ ||...  

କମ୍ପିଉଠେ ଏ ଧରା ଧାମ (Cover Song)
   • Kampiuthe Cover Song | Studio Version...  

କେତେବେଳେ ଚାଲିଯିବ ଜୀବନ (Full Video)
   • KETEBELE CHALIJIBA JEEBANA | କେତେବେଳେ...  

କେତେ କାଳରେ ମନ (Studio Version)
   • KETE KALA RE MANA || କେତେ କାଳ ରେ ମନ |...  

କେତେ କାଳରେ ମନ (Music Video)
   • Kete Kala Re Mana Music Video || Supe...  

ସତର୍କ ଟିକେ ରୁହ (Studio Version)
   • Satarka Tike Ruha || Studio Version |...  

ଶେଷ ଘଣ୍ଟି ( Full Video)
   • SESHA GHANTI || ଶେଷ ଘଣ୍ଟି || HUMANE S...  

ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
   • JISU MU TUMAKU HRUDE RAKHIBI | ANTARA...  

ସତର୍କ ଟିକେ ରୁହ (Dance Video)
   • DANCE VIDEO OF SATARKA TIKE RUHA | ସତ...  

ଯୀଶୁ ମୁଁ ତୁମକୁ ହୃଦେ ରଖିବି (Male Version)
   • Jisu Mu Tumaku Hrude Rakhibi | Male V...  



" Amit Badanayak "ଙ୍କ ଦ୍ଵାରା ପ୍ରସ୍ତୁତ "ଲହୁ ଭିଜା ଲଲାଟ" ଗୀତର Studio Version ଭିଡିଓଟି ଯଦି ଭଲ ଲାଗିଥାଏ ତେବେ " Amit Badanayak " YouTube channel କୁ like , comment ଏବଂ share କରନ୍ତୁ। ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " Amit Badanayak " YouTube channel କୁ subscribe କରନ୍ତୁ ଏବଂ bell button 🔔 ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD ||


#lahubhijalalata
#goodfridaysong
#odiagoodfridaysong
#newodiagoodfridaysong
#goodfridayspecialsong
#amitbadanayakchristiansong
#babunpani
#newodiachristiansong
#amitbadanayak
#amitpanichristiansong
#humanesagarchristiansong

!!* ANTI-PIRACY WARNING *!!

This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

Комментарии

Информация по комментариям в разработке