Jhulila Mo Pain Krushare Odia Christian Song||ଝୁଲିଲା ମୋ ପାଇଁ କ୍ରୁଶରେ||

Описание к видео Jhulila Mo Pain Krushare Odia Christian Song||ଝୁଲିଲା ମୋ ପାଇଁ କ୍ରୁଶରେ||

Jhulila Mo Pain Krushare Odia Christian Song||ଝୁଲିଲା ମୋ ପାଇଁ କ୍ରୁଶରେ||#goodfriday

ଝୁଲିଲ ମୋ ପାଇଁ କ୍ରୁଶରେ
ଆହେ ମୋର ଯୀଶୁ ସୁନ୍ଦର
ଝରିଗଲା ଝର ଝର
କେତେ ତପତ ରୁଧିର   । ୦ ।

ରକତେ ରଞ୍ଜିତ ଶରୀର
ଛୁଟେ ତହୁଁ ପ୍ରେମର ଧାର
ମୋର ପାପ ଧୋଇବା ପାଇଁ    
ବହିଥିଲା ସେ ଧାର ଧାର       । ୧ ।

ପ୍ରଭୁ ଯୀଶୁ କ୍ରୁଶ ବିନାରେ 
ନୋହୁ ମୋର ଦର୍ପ କାହିଁରେ 
ଯେତେ ପ୍ରିୟ ଅସାର ପେଡ଼ି
ଥୁଏ ପଦେ ମୁଁ ବାର ବାର   । ୨ ।

ସହିଲ ହେ କେତେ କଷଣ
ନାହିଁ କାହିଁ ପ୍ରେମ ଏସନ କରେ ଦାବୀ ତୁମରି ପ୍ରେମ  
ଦେହ ଆତ୍ମା ମନ ମୋର
   • He ma mariya jisunka mata #odia Chris...  

Комментарии

Информация по комментариям в разработке