ସରକାର ବଦଳିଲା ରଙ୍ଗ ବି ବଦଳିଲା | ASPN News

Описание к видео ସରକାର ବଦଳିଲା ରଙ୍ଗ ବି ବଦଳିଲା | ASPN News

ଲୋକେ ଗଣତନ୍ତ୍ର ପରିବର୍ତ୍ତନ କରିଛନ୍ତି, ସରକାର ପରିବର୍ତ୍ତନ କରିଛନ୍ତି | ନୂଆ ସରକାର ଆସୁ ଆସୁ ଲୋକଙ୍କ ମୌଳିକ ସୁବିଧା କେମିତି ପାଇବେ, ଡ୍ରେନ କେମିତି ହେବ, ଏହଗିଭଳି ବିଭିନ ଉନ୍ନତି ମୂଳକ ଛାଡି ରଙ୍ଗ ବଦଳେଇବାରେ ଲାଗିଛନ୍ତି | ଏମାନେ କିଛି ନୂଆ କରୁନାହାନ୍ତି ତାଙ୍କର ସବୁଜ ଥିଲା ଏମାନେ ତାକୁ ଗେରୁଆ କରୁଛନ୍ତି | କିନ୍ତୁ ଏହା ସବୁ ସାଧାରଣରେ ଗ୍ରହଣୀୟ ନୁହେଁ |

#aspnnews #odishanews #odishacongress #odishabjp

Комментарии

Информация по комментариям в разработке