Laxmi Purana | ଲକ୍ଷ୍ମୀ ପୁରାଣ | Manabasa Gurubar | ମାଣବସା ଗୁରୁବାର ବହିଗୀତ | Namita Agrawal & Gita Dash

Описание к видео Laxmi Purana | ଲକ୍ଷ୍ମୀ ପୁରାଣ | Manabasa Gurubar | ମାଣବସା ଗୁରୁବାର ବହିଗୀତ | Namita Agrawal & Gita Dash

ସକାଳୁ ସକାଳୁ ଘରେ ଘରେ ନମିତା ଅଗ୍ରୱାଲ ଓ ଗୀତା ଦାସଙ୍କ କଣ୍ଠସ୍ୱର ଶୁଣାଗଲେ, ଜଣାପଡେ ମାର୍ଗଶିର ଗୁରୁବାର ଆସିଗଲା I ଦୀର୍ଘ ୩୨ ବର୍ଷ ଧରି ଯେଉଁ ପୁରାଣକୁ ଶୁଣି ଓଡ଼ିଶାର ଗୃହିଣୀମାନେ ମାଣ ବସାନ୍ତି, ସେହି କାଳଜୟୀ "ଲକ୍ଷ୍ମୀ ପୁରାଣ" ....ଦେଖନ୍ତୁ ମାର୍ଗଶିର ମାସର ପ୍ରତ୍ୟକ ଗୁରୁବାର ଭୋର ୩ଟା, ଭୋର ୫ଟା, ସକାଳ ୭ଟା , ଅପରାହ୍ନ ୩ଟା ଓ ସନ୍ଧ୍ୟା ୫ଟାରେ , କେବଳ ସିଦ୍ଧାର୍ଥ TV ରେ II
-------------------------------------------
"ଲକ୍ଷ୍ମୀ ପୁରାଣ" ଓଡ଼ିଶାର ଘରେ ଘରେ ମାଣବସା ଗୁରୁବାର ନାମରେ ମଧ୍ୟ ଖ୍ୟାତ ।
ମାର୍ଗଶୀର ମାସର ଗୁରୁବାର ଦିନ ଓଡ଼ିଶାର ପ୍ରତି ଘରେ ଲକ୍ଷ୍ମୀପୂଜା ବା ମାଣବସା ଗୁରୁବାର ପାଳିତ ହୁଏ ।
ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ ।
-------------------------------------------------------------
Album : LAXMI PURANA (Manabasa Gurubar Bahi Gita)
Singer : Namita Agrawal & Gita Dash
Lyrics : Balaram Das
Music Label : Sidharth Music
--------------------------------------------
♪ Full Song Available on ♪
JioSaavn : http://bit.ly/Laxmi-Purana-JioSaavan
Wynk : http://bit.ly/Laxmi-Purana-Wynk
Resso: https://bit.ly/3xi872p
Spotify : http://bit.ly/Laxmi-Purana-Spotify
Gaana : http://bit.ly/Laxmi-Purana-Gaana
Apple Music : http://bit.ly/Laxmi-Purana-Apple-Music
iTunes : http://bit.ly/Laxmi-Purana-iTunes
Amazon Prime Music : http://bit.ly/Laxmi-Purana-Prime-Music
-------------------------------------------------------------
Watch our other YouTube Channels:

   / sidharthtv   
   / sidharthmusic   
   / sidharthbhakti  
   / namitaagrawal   
   / siddharthbangla  
   / punitharesidharthmusic  
   / fulljatra  
   / hookehootv  
   / odiahd  
   / worldmusicodia   

Follow us on our Facebook Pages:

  / sidharthmusicodia  
  / sidharthtvofficial  
  / sidharthbhaktiodia  
  / namitaagrawalofficial  

#laxmipurana #sidharthtv #namitaagrawal #sidharthmusic #sitaramagrawal #laxmipuran
#laxmipurana #manabasagurubarpuja #manabasagurubara #manabasagurubar #sidharthbhakti

Комментарии

Информация по комментариям в разработке