Bhajana Antaskhyari Season - 4| Full Episode | Ep 1| Odia Bhajans by Popular Singers |Prarthana Life

Описание к видео Bhajana Antaskhyari Season - 4| Full Episode | Ep 1| Odia Bhajans by Popular Singers |Prarthana Life

ସେଦିନ ଗୋଟିଏ ହୋଇଥିଲା ପଶା ଖେଳ ସାମ୍ରାଜ୍ୟ ପାଇଁ | ଏବେ ଆଉ ଗୋଟେ ପଶା ଖେଳ ସଂଗୀତ ପାଇଁ | ଆମ ପାଖରେ ଅଛି ସଙ୍ଗୀତର ସାତସୁର, ଅମପାଖରେ ଅଛି ଅ ଠାରୁ ଲ ଯାଏଁ ଅଣଚାଶ ଅକ୍ଷର | ତେବେ ଏ ସଙ୍ଗୀତର ମହାସମରରେ ରହିବ ଭାବର ଲହରୀ ଅକ୍ଷର ଚାତୁରୀ ଯାହାର ନାଁ ''ଭଜନ ଅନ୍ତାକ୍ଷରୀ ''| ଭାବର ଲହରୀ ଅକ୍ଷର ଚାତୁରୀ "ଭଜନ ଅନ୍ତାକ୍ଷରୀ " ପ୍ରତ୍ୟେକ ଶନିବାର ଓ ରବିବାର ରାତି ୮ଟା ଓ ସକାଳ ୯ଟା କେବଳ#PrarthanaLife ରେ | #bhajanaantakhyari #prarthanalife
Prarthana TV is the number one Devotional TV channel in Odisha.

►SUBSCRIBE to Prarthana channel for more Odia Devotional content and Song
   / prarthanatv  

►Like us on Facebook
  / prarthanatv  

►Follow us on Instagram
  / prarthana_tv  

Visit our website for further details: www.prarthanatv.in

Комментарии

Информация по комментариям в разработке