ଗଣେଶ ବିସର୍ଜନ ପ୍ରଭୁ ବିଦ୍ୟାଦାତା ଗଣନାୟକ କି , Ganesh Bisarjan, गणेश बिसर्जन

Описание к видео ଗଣେଶ ବିସର୍ଜନ ପ୍ରଭୁ ବିଦ୍ୟାଦାତା ଗଣନାୟକ କି , Ganesh Bisarjan, गणेश बिसर्जन

ଗଣେଶ ବିସର୍ଜନ ପ୍ରଭୁ ବିଦ୍ୟାଦାତା ଗଣନାୟକ କି , Ganesh Bisarjan, गणेश बिसर्जन
ପ୍ରଭୁ ଗଣେଶଙ୍କ ପୂଜା ଅର୍ଚନା ୭ଦିନ ପର୍ଯନ୍ତ କରାଗଲା ସପ୍ତମ ଦିନରେ ପ୍ରଭୁ ଙ୍କୁ ପାଣି ରେ ବିସର୍ଜିତ କରିଦିଅ ଗଲା ଵିଧି ବିଧାନ ସହିତ ଯେମିତି କି ହୋମ ଯଜ୍ଞ ଆହୁତି ଦେଇ

ମେଲୋଡି ଆସିଥିଲା ପିଲାମାନଙ୍କର ପ୍ରଭୁ ଗଣେଶଙ୍କର ପ୍ରତି ଯେନ୍ତା କି ଭକ୍ତି ଥିସି ସେହି ଭକ୍ତି ସମ୍ବଲପୁରୀ ଗୀତ ରେ ନାଚି ଡେଗିକରୀ ପ୍ରଭୁ କେ ବିଦାୟ ଦେବ ସହିତ ଆର ବର୍ଷ କେନ୍ତା କରି ଜଲଦି ଆସବେ ସେହି ପ୍ରତି

ପିଲା ମାନଙ୍କର ସହିତ ଗାଁ ଲୋକଙ୍କ ସହଯୋଗ ରେ ଏହି ଅନୁଷ୍ଠାନ ସମ୍ପୂର୍ଣ ହୋଇଥିଲା

#ganeshchaturthi #ganeshutsav #gajanan #ganpatibappamorya

Комментарии

Информация по комментариям в разработке