ନବୀନଙ୍କ ପୋଲିସ Vs 100 ଦିନିଆ ମୋହନଙ୍କ ପୋଲିସ୍ | Odisha Reporter

Описание к видео ନବୀନଙ୍କ ପୋଲିସ Vs 100 ଦିନିଆ ମୋହନଙ୍କ ପୋଲିସ୍ | Odisha Reporter

24 ବର୍ଷର ନବୀନ ସରକାର ସମୟରେ ରାଜ୍ୟ ହୋଇଛି ଅନେକ ଥର ନିନ୍ଦିତ। କେତେବେଳେ ମମିତା ତ କେତେବେଳେ ମାଧବୀଲତା ଆଉ କେତେବେଳେ କୁନ୍ଦୁଲି ପୀଡ଼ିତା। ଦିନ ଦ୍ବିପ୍ରହରରେ ନବୀନଙ୍କ ପୋଲିସ ମାରିଦେଲା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ । କ୍ରାଇମବ୍ରାଞ୍ଚ ଆଇ ମା’ କାହାଣୀ ଶୁଣାଉଥିବା ଅଭିଯୋଗ କରୁଥିଲେ ବିରୋଧୀ । ମୋହନ ସରକାରରେ ଭରତପୁର ଥାନା ଘଟଣା ଆଣିଛି ରାଜ୍ୟ ପାଇଁ ନିନ୍ଦା। 24 ବର୍ଷର ପୋଲିସ୍ ମାନସିକତା କ’ଣ ବଦଳିଯିବ 100 ଦିନରେ ?

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #odisha #news #odishapolice #update #news #MohanCharanMajhi #NaveenPatnaik #odishareporter

Комментарии

Информация по комментариям в разработке