#skoda #superb #octavia #kodiaq #kylaq #kushaq #slavia #cars #bhubaneswar #samajalive
ସ୍କୋଡା ଅଟୋ ଇଣ୍ଡିଆର ଭୁବନେଶ୍ୱରରେ ଉଦଘାଟିତ ହେଲା ଦୁଇଟି ନୂଆ ଟଚ୍ପଏଣ୍ଟ
'ଗ୍ରାହକ ପ୍ରଥମ' ନୀତିକୁ ଆଧାର କରି ସ୍କୋଡା ଅଟୋ ଇଣ୍ଡିଆ ନିଜର ନେଟୱାର୍କ ବିସ୍ତାରକୁ ଜୋରଦାର କରିଛି । ଆଜି ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଦୁଇଟି ନୂଆ ଟଚ୍ପଏଣ୍ଟର ଉଦ୍ଘାଟନ କରିଛି। ଏହି ଦୁଇଟି ସେଲ୍ସ୍ ଏବଂ ସର୍ଭିସ୍ ସେଣ୍ଟର 'ଏମ୍ପୋରିଓ ଆଲ୍ଲିଡ଼ ପ୍ରାଇଭେଟ ଲିମିଟେଡ଼' ଦ୍ୱାରା ଚଳାଚଳିତ ହେବ । ଏହି ନୂତନ ପ୍ରତିଷ୍ଠାନ ସହିତ, ଓଡ଼ିଶାରେ ସ୍କୋଡା ଅଟୋ ଇଣ୍ଡିଆର ମୋଟ ଛଅଟି ଟଚ୍ପଏଣ୍ଟ ସେଣ୍ଟର ହୋଇଛି ଓ ଭୁବନେଶ୍ୱରରେ ଏହା ତୃତୀୟ । ଏହି ପଦକ୍ଷେପ, ପୂର୍ବ ଭାରତରେ ସ୍କୋଡା ଅଟୋ ଇଣ୍ଡିଆର ନେଟୱାର୍କ ବିସ୍ତାରକୁ ଆଗକୁ ନେଇଛି । ୪୨୫୦ ବର୍ଗଫୁଟ ଅଞ୍ଚଳରେ ୬ଟି ଗାଡ଼ି ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନ ସହିତ ସର୍ଭିସ୍ ଏବଂ ସ୍ପେୟାର୍ସ ପାଇଁ ଅତ୍ୟାଧୁନିକ ଡିଜାଇନ୍ ଅନୁଯାୟୀ ନିର୍ମାଣ ହୋଇଛି ଏହି ଟଚ୍ପଏଣ୍ଟ ସେଣ୍ଟର । ଏହି ଉଦ୍ଘାଟନ ସମୟରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ ଡାଇରେକ୍ଟର ଅଶିଷ ଗୁପ୍ତା କହିଥିଲେ ଯେ, “ଭୁବନେଶ୍ୱର ଓ ଓଡ଼ିଶା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର। ଏହି ନୂତନ ଟଚ୍ପଏଣ୍ଟ ସେଣ୍ଟର ଆମ ଦେଶବ୍ୟାପୀ ନେଟୱାର୍କ ବିକାଶର ଏକ ପ୍ରମାଣ । ଏହା ଗ୍ରାହକଙ୍କୁ ଉତ୍କୃଷ୍ଟ ସେଲ୍ସ୍ ଓ ଆଫ୍ଟରସେଲ୍ସ୍ ଅନୁଭବ ଦେବା ଆମର ପ୍ରତିବଦ୍ଧତାକୁ ପ୍ରମାଣିତ କରିବ" ।
ଏମ୍ପୋରିଓ ଆଲ୍ଲିଡ଼ ପ୍ରାଇଭେଟ ଲିମିଟେଡ଼ର ଡିଲର୍ ପ୍ରିନ୍ସିପାଲ୍, ଅବିନାଶ ସାମଲ କହିଥିଲେ ଯେ, “ସ୍କୋଡା ଗୁଣବତ୍ତା, ଗ୍ରାହକ ସେବା ପାଇଁ ପରିଚିତ। ଭୁବନେଶ୍ୱରରେ ଏହି ନୂଆ ସୁବିଧା ସହ ଆମେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ ପାଇଁ ଗର୍ବିତ । ଆଗାମୀ ଦିନରେ ଆଉ ଅଧିକ ଓ ଉନ୍ନତ ଗ୍ରାହକ ସେବା ଦେବା ପାଇଁ ଆମେ ସର୍ବଦା ପ୍ରତିବଦ୍ଧ।” ସ୍କୋଡା ଅଟୋ ଇଣ୍ଡିଆର କୁସାକ, ସ୍ଲାଭିଆ, କୋଡିଅକ ଓ ଇନିଆକ ପରି ଲୋକପ୍ରିୟ ଗାଡି ଏଠାରେ ଉପଲବ୍ଧ । ଗ୍ରାହକମାନେ ଅନେକ ଆଫ୍ଟରସେଲ୍ସ୍ ପ୍ରୋଗ୍ରାମ୍ – ସୁପର କେୟାର , ଏକ୍ସଟେଣ୍ଡେଡ୍ ୱାରାଣ୍ଟି, ଭାଲ୍ୟୁ ସର୍ଭିସ୍ ପ୍ଲାନ୍ ପରି ସୁବିଧା ଉପଭୋଗ କରିପାରିବେ। ଏବେ ସ୍କୋଡା ଅଟୋ ଇଣ୍ଡିଆର ୩୦୦ରୁ ଅଧିକ ଟଚ୍ପଏଣ୍ଟ ୧୭୬ଟି ସହରରେ ବ୍ୟାପିଛି, ଯାହା ଦେଶରେ ଗ୍ରାହକ ସମ୍ପର୍କ ବୃଦ୍ଧିରେ ମୂଳ ଭୂମିକା ଗ୍ରହଣ କରିଛି ।
Skoda has officially confirmed that it will launch updated versions of the Kushaq and Slavia in India. While the Kushaq facelift has already been spotted testing, the Slavia facelift is yet to hit the roads for trials. The refreshed Slavia will come with design changes, an upgraded cabin, and several new premium features, without any changes to its engine lineup.
After the New Kodiaq, Here Are 7 Upcoming Skoda Cars for India – Superb, Kodiaq RS & More.
Hot on the heels of launching the new-gen Skoda Kodiaq in India this April, the Czech carmaker isn’t slowing down. With a strong focus on premium sedans, facelifts, and performance upgrades, Skoda is preparing to launch a diverse lineup throughout 2025 — and possibly early 2026.
While sedans continue to lose ground to SUVs globally, Skoda remains bullish on their appeal in India. Comfort, practicality, highway performance — and a dedicated fanbase — keep sedans alive and well. At the same time, the company is exploring new ground with performance models and EVs.
Here’s a look at 7 Skoda cars set to arrive (or speculated) in India in the coming months.
1. Skoda Superb (Fourth-Gen) – The Return of the Premium King
The Skoda Superb has long been a benchmark in the D-segment, known for its limousine-like comfort at an executive price. Now in its fourth generation, the Superb is coming back to India via the CBU (Completely Built-Up) route.
Under the hood, it retains its creamy-smooth 2.0-litre TSI petrol engine, mated to a 7-speed DSG gearbox. The power delivery is expected to be strong yet refined, ideal for highway cruising or chauffeur-driven comfort. Later, a diesel engine variant is likely to be added — a nod to Indian buyers who still value fuel economy and torque.
Inside, the cabin gets a massive design uplift with plush materials, a floating touchscreen, digital cockpit, and optional ADAS tech. With the price expected north of ₹45 lakh, this is Skoda’s answer to buyers seeking premium sedan luxury without stepping into German luxury territory.
2. Skoda Octavia RS – A Practical Sports Sedan
The Octavia RS is more than just a fast car — it’s a cult favourite. It bridges the gap between family sedan and performance machine like few others can. Slated for launch in limited numbers, this CBU import is going to be a collector’s dream.
At its heart is a 2.0-litre turbo-petrol engine delivering 261 bhp and 370 Nm, allowing a 0–100 km/h sprint in just 6.6 seconds. It’s paired with a quick-shifting 7-speed DSG and a sporty suspension setup. But it’s not all aggression. The RS is still practical, with a big boot, four-door comfort, and everyday usability. The cabin gets sporty touches like contrast stitching, metal pedals, and sport seats — while still offering a big infotainment system and safety features. 3. Skoda Octavia Diesel – The Long-Distance Cruiser 4. Skoda Slavia Facelift – Tech-Savvy & Stylish Refresh 5. Skoda Kushaq Facelift – Urban SUV, Evolved 6. Skoda Kodiaq RS – The Beast in a Tuxedo (Speculated)
features.
Visit Our Website https://www.samajalive.in/
YouTube: / @samajalive
Facebook: / samajalive
Twitter: / samajalive
Instagram: / thesamaja
Информация по комментариям в разработке