ହାକ୍ କରି ବିକ୍ରି ହେଉଛି ଚାକିରି ! || OSSSC || Odisha Job Scam || PEO Job || Odisha Reporter

Описание к видео ହାକ୍ କରି ବିକ୍ରି ହେଉଛି ଚାକିରି ! || OSSSC || Odisha Job Scam || PEO Job || Odisha Reporter

ଜଣେ ପରୀକ୍ଷାର୍ଥୀ ଗତ ବର୍ଷ ଜୁଲାଇ ମାସରେ ପିଇଓ ପରୀକ୍ଷା ଦେଇଥିଲେ। 180 ମାର୍କରୁ ରଖିଥିଲେ, ମାଇନସ୍ 7 । ମାନେ ଶୂନ ଠାରୁ ବି କମ୍ ମାର୍କ। କିଛି ମାସ ପରେ ଅର୍ଥାତ୍ 2024 ଏପ୍ରିଲ ମାସରେ ସେ ଫରେଷ୍ଟ ଗାର୍ଡ ପାଇଁ ଲିଖିତ ପରୀକ୍ଷା ଦେଲେ । ଆଉ ତାଙ୍କୁ 150 ମାର୍କରୁ ମିଳିଲା 100 ପରସେଣ୍ଟାଇଲ୍ ଅର୍ଥାତ୍ ପରୀକ୍ଷା ଦେଇଥିବା ପିଲାଙ୍କ ଭିତରେ ସର୍ବୋତ୍ତମ ପିଲା । ଯେଉଁ ପରୀକ୍ଷାର୍ଥୀ ପୂର୍ବରୁ ଶୂନ ମାର୍କ ବି ରଖି ପାରୁନଥିଲେ, ସେ ଏବେ କେମିତି ସର୍ବୋଚ୍ଚ ବର୍ଗରେ ରହିପାରିଲେ, ତାହା ବିସ୍ମୟ ସୃଷ୍ଟି କରୁଛି ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #OSSSC #Jobscam #Odishagovt #studentallegation

Комментарии

Информация по комментариям в разработке