Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть Parts of ଅହଂ ପ୍ରତିଷ୍ଠାର ପ୍ରଲୋଭନରେ ମଣିଷ

  • ଇଷ୍ଟ ବାର୍ତ୍ତା /ESTO BARTA
  • 2025-03-19
  • 123
Parts of ଅହଂ  ପ୍ରତିଷ୍ଠାର  ପ୍ରଲୋଭନରେ ମଣିଷ
satsangsatsang deogharsrisrithakur anukulchandraesto prasangeesto prasangaistobartaIstoprasangaistoprasangeesto chetanashortsshortsvideoshortshotsଅହଂପ୍ରତିଷ୍ଠାର ପ୍ରଲୋଭନରେମଣିଷ
  • ok logo

Скачать Parts of ଅହଂ ପ୍ରତିଷ୍ଠାର ପ୍ରଲୋଭନରେ ମଣିଷ бесплатно в качестве 4к (2к / 1080p)

У нас вы можете скачать бесплатно Parts of ଅହଂ ପ୍ରତିଷ୍ଠାର ପ୍ରଲୋଭନରେ ମଣିଷ или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку Parts of ଅହଂ ପ୍ରତିଷ୍ଠାର ପ୍ରଲୋଭନରେ ମଣିଷ бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео Parts of ଅହଂ ପ୍ରତିଷ୍ଠାର ପ୍ରଲୋଭନରେ ମଣିଷ

Parts of ଅହଂ ପ୍ରତିଷ୍ଠାର ପ୍ରଲୋଭନରେ ମଣିଷ #shorts #shortvideo #short #deoghar #পাওয়ার #duet #abelbirhanuየወይኗ #satsanga #love #29january #odishalabakuasajanma #daysoftheyear #সদ্ #unfrezzmyaccount

ମଣିଷ କାନ୍ଦନ୍ତି କାହିଁକି ? ସାଧନାର ସଠିକ ସମୟ କେବେ ?
ସତ୍ତା ସଚ୍ଚିଦାନନ୍ଦମୟ, ଆମ୍ଭମାନଙ୍କ ମଧ୍ୟରେ ସତ୍ତା ବିରାଜମାନ,ଆମେ ଯେତେବେଳେ ସତ୍ତାର ବିପରୀତ ଚଳନ ଚରିତ୍ର, କର୍ମ ଓ ଚିନ୍ତନ, କଥା ଦ୍ୱାରା ପ୍ରଭାବିତ ହୋଇ ତତ୍ ଅନୁସାରେ ପରିଚାଳିତ ହେଉ ସେତେବେଳେ ଆମ ଜୀବନରେ ଧିରେ ଧିରେ ବିଭିନ୍ନ ପ୍ରକାର ଅଶାନ୍ତି, ତାପ, ଜ୍ୱାଳା ଯନ୍ତ୍ରଣା, ଜ଼ଞ୍ଜାଳ, ବିପଦ, ଆପଦ, ରୋଗ ଶୋକ, ବୃତ୍ତି ପ୍ରବୃତ୍ତିର ତାଡ଼ନାରେ ପଡ଼ି ବିଭିନ୍ନ ପ୍ରକାର ଦୁଷ୍କର୍ମରେ ଲିପ୍ତ ହୋଇ ଜର୍ଜରିତ ହୋଇପଡ଼େ । ଶେଷରେ ଆମକୁ କୌଣସି ବାଟ ଦିଶୁ ନ ଥାଏ ।

ସେତେବେଳେ ସତ୍ତା ସଚ୍ଚିଦାନନ୍ଦମୟ ସ୍ୱରୂପ ପରମେଶ୍ୱର, ପରମପିତା ଆମକୁ ବାଟ ଦେଖାନ୍ତି ଯଦି ଆମେ ତାଙ୍କର ଶରଣାପନ୍ନ ହେଉ, ଯଦି ଆମେ ସତ୍ ସଙ୍ଗର ଆଶ୍ରୟ ଗ୍ରହଣ କରି, ପୂର୍ଣ୍ଣ ବିଶ୍ୱାସର ସହିି ତାଙ୍କରି ଆଦେଶ ନିଦେଶ ପାଳନ କରୁ ତେବେ ଆମେ ଏଇ ସବୁ ମାୟାଜାଳରୁ ରକ୍ଷା ପାଇପାରୁ ତେଣୁ ଏହି Channel ଟିର ଶୁଭାରମ୍ଭ କରିଅଛି ।

ଏଠାରେ ଆପଣମାନେ ନିୟମିତ ଧାରାବାହିକରେ ଇଷ୍ଟ ଆଲୋଚନା ମାଧ୍ୟମରେ ସର୍ବ ସମସ୍ୟାର ସମାଧାନ କରି ଜୀବନର ମୂଳ ଉଦ୍ଦେଶ୍ୟରେ ସଫଳତା ଲାଭ କରନ୍ତୁ ଏବଂ ଏହାହି ପରମପିତାଙ୍କଠାରେ ମୋର ଅନ୍ତରର ଏକାନ୍ତ ପ୍ରାର୍ଥନା ।


ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଭାବାଦର୍ଶକୁ ପାଥେୟ କରି ପାଠ, ଆଲୋଚନା, ସଙ୍ଗୀତବାଦ୍ୟ ତଥା ସାମାଜିକ, ବ୍ୟଷ୍ଟି ସମଷ୍ଟି, ସଂସାର ଆଦି ସମ୍ୱନ୍ଧୀୟ ସବୁ ତଥ୍ୟ ଉପରେ ଆଲୋକପାତ କରାଯିବ ।
ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର
satsang
satsang deoghar
srisrithakur anukulchandra
isto prasange
esto prasange
esto prasanga
isto prasanga
ইষ্টপ্রসঙ্গ
ইষ্টপ্রসঙ্গে
ইষ্টচেতনা
ପ୍ରସଙ୍ଗ ସତ୍ୟାନୁସରଣ ପାଠ-3
satyanusaran
ସତ୍ତା ସଚ୍ଚିଦାନନ୍ଦମୟ
ଆମ୍ଭମାନଙ୍କ ମଧ୍ୟରେ ସତ୍ତା ବିରାଜମାନ
କର୍ମ ଓ ଚିନ୍ତନ
ତାପ
ଜ୍ୱାଳା ଯନ୍ତ୍ରଣା
ଜ଼ଞ୍ଜାଳ
ବିପଦ
ବୃତ୍ତି ପ୍ରବୃତ୍ତିର ତାଡ଼ନାରେ ପଡ଼ି ବିଭିନ୍ନ ପ୍ରକାର ଦୁଷ୍କର୍ମରେ ଲିପ୍ତ
ସତ୍ତା ସଚ୍ଚିଦାନନ୍ଦମୟ ସ୍ୱରୂପ ପରମେଶ୍ୱର
ଯଦି ଆମେ ସତ୍ ସଙ୍ଗର ଆଶ୍ରୟ ଗ୍ରହଣ କରି
ଆଲୋଚନା
ବ୍ୟଷ୍ଟି ସମଷ୍ଟି


#ଭଲପାଇବି କାହାକୁ ? ପ୍ରେମରେ Suçcess କିପରି ହେବା? #পাওয়ার
#satsanga #

Комментарии

Информация по комментариям в разработке

Похожие видео

  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей [email protected]