Fake Promises? BJD Criticizes BJP:ମାହାଲିଆ ଇଲେକ୍ଟ୍ରିକେ ନେଇ କରି ରାଜ୍ୟ ସରକାରଙ୍କୁ ଘେରୁଛନ୍ ବିରୋଧୀ

Описание к видео Fake Promises? BJD Criticizes BJP:ମାହାଲିଆ ଇଲେକ୍ଟ୍ରିକେ ନେଇ କରି ରାଜ୍ୟ ସରକାରଙ୍କୁ ଘେରୁଛନ୍ ବିରୋଧୀ

କେବେ ମିଲବା ମାହାଲିଆ ଇଲେକ୍ଟ୍ରି । କହିଥିଲେ ୩୦୦ ୟୁନିଟ ମାହାଲିଆ ଇଲେକ୍ଟ୍ରି ମିଲବା । ଲାଭ ପାଏବେ ଗରିବ ଦୁଃଖୀ ଆର ସାଧାରଣ ଲୋକ । ନିର୍ବାଚନୀ ଇସ୍ତହାରନେ ବଡ଼ ବଡ଼ କଥା କହିଥିଲା ବିଜେପି । ଇଲେକ୍ସନ ଜିତଲା ଉତାରୁ ସମଙ୍କୁ ୩୦୦ ୟୁନିଟ ମାହାଲିଆ ଇଲେକ୍ଟ୍ରି ମିଲବା ବୋଲି କହିଥିଲା । ନିର୍ବାଚନ ହେଲା । ଭୋଟ ନେଲେ । ଲୋକ ମାହାଲିଆ ୩୦୦ ୟୁନିଟ୍ ଇଲେକ୍ଟ୍ରି ପାଏବେ ବୋଲି ଭୋଟ୍ ବି ଦେଲେ । ଲୋକ ଚାହଁଲେ । ଡବଲ ଇଞ୍ଜିନ ସରକାର ଆଏଲା । ବିଜେପି ସରକାର ରାଏଜନେ ସରକାର କରଲା । ହେଲେ ନିର୍ବାଚନ ଜିତଲା ଉତାରୁ ନିଜର କଥାରୁ ହିଁ ନା ପଲଟି ଯାଉଛନ୍ ସରକାର । ବିଜେପିର ନେତାମାନେ ବି ମାହାଲିଆ ଇଲେକ୍ଟ୍ରିକେ ନେଇକିନା କିଛି ସ୍ପଷ୍ଟ ନାଇଁ କରବାର । ଇ ଭିତରେ ଇ କଥାକେ ନେଇ କରି ରାଜ୍ୟ ସରକାରଙ୍କୁ ବି ଘେରିଛେ ବିରୋଧୀ ବିଜେଡ଼ି ଦଲ ।

For more such updates, please Like, Comment, and Share our videos and Subscribe to our YouTube channel.

Contacts:-
Mail- [email protected]
Facebook-   / paharaa24x7  
YouTube-    / paharaa24x7  
Instagram-   / paharaa24x7  
Twitter-   / paharaa24x7  
WhatsApp- 7205661076
Website- https://www.paharaa.com/

Thanks & Regards
www.Paharaa.com

#Odisha #Paharaa #Odisha #Paharaa #FreeElectricity #BJPvsBJD #ElectionPromises #OdishaPolitics #FakePromises #BJDResponse #PublicDissatisfaction #ElectricityCrisis #PoliticalAccountability

Комментарии

Информация по комментариям в разработке