ଅଚ୍ୟୁତାନନ୍ଦ ମାଳିକା ପଥର ର‌ ଗାର | Achyutanand Malika Is The Stone Of Line |

Описание к видео ଅଚ୍ୟୁତାନନ୍ଦ ମାଳିକା ପଥର ର‌ ଗାର | Achyutanand Malika Is The Stone Of Line |

ଦୁନିଆ ରେ ସବୁ କିଛି ମିଥ୍ୟା ହୋଇ ପାରେ କିନ୍ତୁ ଅଚ୍ୟୁତଙ୍କ ବଚନ ପଥର ର ଗାର ଏହା ତ୍ରିବାର ସତ୍ୟ ସତ୍ୟ ସତ୍ୟ । ଦେଖନ୍ତୁ ଆଜ୍ଞା ଯାହା ସବୁ ଘଟଣା ମାନ ଘଟି ଯାଇଛି ତାହା ସବୁ ସତ୍ୟ ଥିଲା ଏବଂ ଆଗକୁ ମଧ୍ୟ ଅନେକ କିଛି ଘଟଣା ମାନ ‌ଘଟିବାର ଅଛି ଯାହାକୁ ଅଚ୍ୟୁତାନନ୍ଦ ୬୦୦ ବର୍ଷ ତଳେ ଲେଖି ଯାଇଥିଲେ । ତେଣୁ କରି ଯଦି ଆମକୁ ଏଥିରୁ ବଞ୍ଚିବାର ଅଛି ତାହେଲେ ପ୍ରଭୁଙ୍କ ଶରଣ ରେ ଯାଅ ଏବଂ ଭଗବାନଙ୍କର ନାମ ସଂକୀର୍ତ୍ତନ ଏବଂ ପ୍ରଭୁଙ୍କ ରାସ୍ତା ଅବଲମ୍ବନ କରନ୍ତୁ ଦେଖିବେ ଜୀବନ ପୁଲକିତ ହୋଇ ଉଠିବ ଆଉ ଜୀବନ ଅମୃତ ସମ ହୋଇ ଯିବ ।। ଜୟ ଜଗନ୍ନାଥ ଜୟ ଅଚ୍ୟୁତାନନ୍ଦ ।।

ଯଦି ଆପଣ ମାନଙ୍କୁ ଆମର ଏହି ଛୋଟିଆ ଭିଡିଓଟି ପସନ୍ଦ ଆସିଥିବ ଆଉ ଆପଣ ମାନଙ୍କ ମନକୁ ଛୁଇଁ ପାରିଥିବ ତାହେଲେ ଚ୍ୟାନେଲ Ek Hindustani Prakash କୁ Subscribe କରିବାକୁ କେବେ ବି ଭୁଲିବେ ନାହିଁ ଏବଂ ଭିଡିଓ ଟିକୁ ନିଶ୍ଚୟ Like, Share, Comment କରିବେ ବୋଲି ମୋର ଆଶା ଆଉ ବିଶ୍ୱାସ ।। ଜୟ ଜଗନ୍ନାଥ ଜୟ ଅଚ୍ୟୁତ ।।

please subscribe my YouTube channel and like, share, comment my video । Thank U । ।। Jai Hind Bharat Mata Ki Jai ।।

#malika #achyutanand #bhabishypuran #bhagabat #gita #Panchasakha #jagannathdas #balramdas #sisuanant #jasobanta #sriram #srikrishna #radha #srimandir #srikhetra #nilachal #puri #nemal #koilo #asureswar #cuttack #tulasikhetra #balabhadra #subhadra #sudarshana #Kendrapara #odisha #bhubaneswar #india #ekhindustaniprakash #puridham #chatia #hadidas #jajpur #maabiraja #Kalki #kalkiavtar #Kaliyug

Комментарии

Информация по комментариям в разработке