Dhenkanal laxmipuja 2024 I Odisha I laxmipuja 2024

Описание к видео Dhenkanal laxmipuja 2024 I Odisha I laxmipuja 2024

GAJALAXMI PUJA 2024 I Dhenkanal I ଓଡିଶା
ଢେଙ୍କାନାଳ ଲଷ୍ମୀପୂଜା ଓଡିଶା ପ୍ରସିଦ୍ଧ ଅଟେ
ବହୁତ ବଡ ଧରଣ ର ପୂଜା ହୁଏ
ମୀନା ବଜ଼ାର, ଦୋଳି, ପଲିଶ୍ରୀ ମେଳା ଆଦି ହୁଏ
ପୁରା ଢେଙ୍କାନାଳ ଟାଉନ ରେ 11 ଦିନ ପର୍ଯ୍ୟନ୍ତ ଏହି ଲଷ୍ମୀପୂଜା ହୁଏ
16.10.2024 ରୁ 26.10.2024 ପର୍ଯ୍ୟନ୍ତ ରହିବ

ମୁ ଭିଡିଓ ରେ ଢେଙ୍କାନାଳ ର କିଛି ପ୍ରମୁଖ ପୂଜା ମଣ୍ଡପ ଆପଣ ମାନଙ୍କୁ ଦେଖାଇବାକୁ ଚେଷ୍ଟା କରିଛି! ଯଦି ଭିଡିଓ ଟୀ ଭଲଲାଗିଥିବ ତେବେ ଲାଇକ ଶେୟାର କମେଣ୍ଟ ଓ subsribe karidebe🙏

Комментарии

Информация по комментариям в разработке