ନୂଆ-ଓ: ପାଣ୍ଡିଆନଙ୍କ ପାଇଁ ଦିନକୁ 3 କୋଟି ଖର୍ଚ୍ଚ ! | Odisha Reporter

Описание к видео ନୂଆ-ଓ: ପାଣ୍ଡିଆନଙ୍କ ପାଇଁ ଦିନକୁ 3 କୋଟି ଖର୍ଚ୍ଚ ! | Odisha Reporter

ଲକ୍ଷ୍ୟ ଥିଲା କଲେଜ ପିଲାଙ୍କ ଦକ୍ଷତାର ବିକାଶ ହେବ। ପିଲାମାନଙ୍କୁ ଡିଜିଟାଲ କୋର୍ସ ବା ଉଚ୍ଚତର ପ୍ରଯୁକ୍ତି ବିଦ୍ୟାରେ ଶିକ୍ଷା ଦିଆଯିବ। ଏଥିାପଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ 2023 ଅକ୍ଟୋବର 6 ତାରିଖରେ ଗେଜେଟ୍ ନୋଟିଫେକସନ୍ ବାହାରିଥିଲା ହେଲେ ଭୋଟ ପୂର୍ବରୁ ହଠାତ୍ କାର୍ଯ୍ୟକ୍ରମର ରୂପରେଖ ବଦଳିଗଲା। ଅନେକ କଲେଜରେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି- ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ହେଲିକପ୍ଟରରେ ପହଁଚିଲେ- ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେଲା। ପିଲାଙ୍କୁ ଉଦବୋଧନ ଦେଲେ ପାଣ୍ଡିଆନ୍।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #VKPandian #nuaoprogramme #expenses #BJD #Odisha #keonjhar

Комментарии

Информация по комментариям в разработке