‘ଝାରପଡ଼ା ଜେଲରେ ମୋ ସ୍ୱାମୀ ଅସୁରକ୍ଷିତ’ | Jharpada Jail Bhubaneswar | Odisha Reporter

Описание к видео ‘ଝାରପଡ଼ା ଜେଲରେ ମୋ ସ୍ୱାମୀ ଅସୁରକ୍ଷିତ’ | Jharpada Jail Bhubaneswar | Odisha Reporter

'ମୋ ସ୍ୱାମୀ ଜେଲ ଭିତରେ ସୁରକ୍ଷିତ ନାହାନ୍ତି । ଅଗଷ୍ଟ 1 ତାରିଖରୁ ସେ ମାନସିକ ଚିନ୍ତାରେ ଥିଲେ ।' ଗତକାଲି ବିଚାରଧୀନ କଏଦୀ ସୌମ୍ୟକାନ୍ତଙ୍କ ଉପରେ ଆକ୍ରମଣ କରିଥିଲା ଗ୍ୟାଙ୍ଗଷ୍ଟର ହାଇଦରର ପୁଅ । ଜେଲର ଗୁମର ଖୋଲିବା ପରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏବେ ସୌମ୍ୟକାନ୍ତଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ସୁରକ୍ଷା ନେଇ ଚିନ୍ତାପ୍ରକଟ କରିଛନ୍ତି । ସେହିପରି ତାଙ୍କ ଓକିଲ ମଧ୍ୟ ଦାବି କରିଛନ୍ତି ଘଟଣାର ସଠିକ୍ ତଦନ୍ତ ହେଉ ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #jharparajail #Bhubaneswar #prisoner

Комментарии

Информация по комментариям в разработке