‘ପଇସା ଖାଇକି ଦୋଷୀକୁ ଖଲାସ କରିଦେଲା ପୋଲିସ’ | Bhubaneswar Khandagiri Incident | Odisha Reporter

Описание к видео ‘ପଇସା ଖାଇକି ଦୋଷୀକୁ ଖଲାସ କରିଦେଲା ପୋଲିସ’ | Bhubaneswar Khandagiri Incident | Odisha Reporter

‘ପଇସା ଖାଇକି ଦୋଷୀକୁ ଖଲାସ କରିଦେଲା ପୋଲିସ’ | Bhubaneswar Khandagiri Incident | Odisha Reporter
କ୍ରିକେଟ ବ୍ୟାଟରେ ବାଡେଇ ବାଡେଇ ମାରିଦେଲେ । ମାଡ ଖାଇ ଘାଇଲା ହୋଇଥିବା 17 ବର୍ଷର ଯୁବକଙ୍କ ମୃତ୍ୟୁ । 86 ଦିନ ତଳେ ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳରେ ପ୍ରକାଶ କୁମାର ସାହୁ ନାମକ ଯୁବକଙ୍କୁ ଏକାଧିକ ଯୁବକ ମାଡ ମାରି ଗୁରୁତର କରିଥିଲେ । ଦୀର୍ଘଦିନ ଚିକିତ୍ସା ଅବସ୍ଥାରେ ଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି ।ତେବେ ମୃତ ଯୁବକଙ୍କ ଘର ଲୋକଙ୍କ ଅଭିଯୋଗ ଅନୁସାରେ ପୋଲିସ ଜାଣିଶୁଣି ଆକ୍ରମଣ କରିଥିବା ଯୁବକଙ୍କୁ ଗିରଫ ନକରି ଆଗୁଆ ଜାମିନ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ଯୁବକଙ୍କ ପରିବାର ଲୋକେ।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #Odisha #Murder #Minorboy #OdishaPolice #Khandagiri #Bhubaneswar

Комментарии

Информация по комментариям в разработке