ସମୁଦ୍ରରେ ଫିଙ୍ଗା ହୋଇଛି କି ରତ୍ନଭଣ୍ଡାରଅରଜିନାଲ ଚାବି ? | Odisha Reporter

Описание к видео ସମୁଦ୍ରରେ ଫିଙ୍ଗା ହୋଇଛି କି ରତ୍ନଭଣ୍ଡାରଅରଜିନାଲ ଚାବି ? | Odisha Reporter

କେମିତି ଆସିଲା, କୁଆଡୁ ଆସିଲା, କେମିତି ମିଳିଲା ରତ୍ନଭଣ୍ଡାର ଡୁପ୍ଲିକେଟ ଚାବି। ଏଠି ପ୍ରଶ୍ନ- ଜାଣିଶୁଣି କିଏ ବନେଇ ଥିଲା କି ଭିତର ରତ୍ନଭଣ୍ଡାରର ନକଲି ଚାବି ? ୨୦୧୮ ମସିହାରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇ ଚାବି ନଥିବାରୁ ପ୍ରାଧିକୃତ ଟିମ୍ ଫେରି ଆସିବା ଓ ତାକୁ ନେଇ ତମ୍ବିତୋଫାନ ପରେ ଜିଲ୍ଲା ଟ୍ରେଜେରୀ ଅଫିସରୁ ଏକ ବନ୍ଦ ଲଫାପାରେ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ଥିବା ନେଇ ସେତେବେଳେ ପୁରୀର ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍ ଦେଇଥିବା ସୂଚନା, ଏବେ ପୁରା ପ୍ରସଙ୍ଗକୁ ଅଧିକ କୁହେଳିକା ପୂର୍ଣ୍ଣ କରିଛି।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter

Комментарии

Информация по комментариям в разработке