ଆଳୁ ଗାଡ଼ି ଅଟକାଇଦେଲେ ମମତା ଦିଦି ! || West Bengal CM Stops Potato Trucks to Odisha || Odisha Reporter

Описание к видео ଆଳୁ ଗାଡ଼ି ଅଟକାଇଦେଲେ ମମତା ଦିଦି ! || West Bengal CM Stops Potato Trucks to Odisha || Odisha Reporter

ପଶ୍ଚିମବଙ୍ଗରୁ ଆଳୁ ନଆସି ପାରିବା କାରଣରୁ ଓଡ଼ିଶାରେ ଦାମ ବଢ଼ିଚାଲିଛି । ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସୀମାରେ ଆଳୁ ଗାଡ଼ିକୁ ଛାଡ଼ୁନାହାନ୍ତି ପଶ୍ଚିମବଙ୍ଗ ପୋଲିସ । ଓଡ଼ିଶା ଏବଂ ଆନ୍ଧ୍ରକୁ ଆସୁଥିବା ଆଳୁ ଗାଡ଼ିକୁ ପୋଲିସ୍ ଅଟକାଇବା ସହ ଗାଡ଼ିକୁ ଫେରାଇ ଦେଉଛନ୍ତି । ପୋଲିସକୁ ପଚାରିଲେ କହୁଛନ୍ତି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଆଳୁ ଗାଡ଼ି ପଶ୍ଚିମବଙ୍ଗରୁ ବାହାରକୁ ଯିବନି ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #WestBengal #potato #Pricehike #trucks #cmmamatabanerjee

Комментарии

Информация по комментариям в разработке