ମୁଖା ଖୋଲିଦେଲେ ଅପରାଜିତାଙ୍କ ଡ୍ରାଇଭର | Aparajita Sarangi's Driver Alleges Police | EVM Case || OR

Описание к видео ମୁଖା ଖୋଲିଦେଲେ ଅପରାଜିତାଙ୍କ ଡ୍ରାଇଭର | Aparajita Sarangi's Driver Alleges Police | EVM Case || OR

ଭୁବନେଶ୍ୱର ସାଂସଦ Aparajita Sarangiଙ୍କ ଡ୍ରାଇଭର ବନମାଳିଙ୍କୁ ଗତକାଲି ରାତି 10ଟା ବେଳେ ଉଠାଇ ନେଲେ 4 ଜଣ ପୋଲିସ କର୍ମଚାରୀ। ପ୍ରଥମେ ଗାଡ଼ି ସ୍ପିଡ୍ ଚଲାଉଛ, କାହା ଉପରେ ଚଢାଇଦେବ କହି ପୋଲିସ ମାଡ଼ ମାରିଥିଲା। ପରେ Prashant Jagdev EVM ଭାଙ୍ଗିଥିଲା କି ନାହିଁ ବୋଲି ପଚାରିଥିଲା ପୋଲିସ। ଆଉ ଏହାର ଉତ୍ତରରେ ବନମାଳି କହିଥିଲେ, ମୁଁ ତ ବାହାରେ ଗାଡ଼ି ପାଖରେ ଥିଲି ଭିତରେ କଣ ହୋଇଛି ମୁଁ ଜାଣିନି।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #aparajitasarangi #PrashantJagadev #odisha #OdishaPolitics #OdishaReporter

Комментарии

Информация по комментариям в разработке