ପ୍ରାଣବିକଳେ ଦେଶ ଛାଡୁଛନ୍ତି ଲୋକେ || Bangladesh Violence || Bangladesh Hindus || Odisha Reporter

Описание к видео ପ୍ରାଣବିକଳେ ଦେଶ ଛାଡୁଛନ୍ତି ଲୋକେ || Bangladesh Violence || Bangladesh Hindus || Odisha Reporter

ହିନ୍ଦୁଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ, ହିନ୍ଦୁଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନକୁ ଭାଙ୍ଗି ଦେଉଛନ୍ତି ନିର୍ଦ୍ଦିଷ୍ଟ ଗୋଷ୍ଠୀ। ଜୋରଜବରଦସ୍ତ ଘରୁ ବାହାର କରି ଦିଆଯାଉଛି। ବାହାରୁ ଘର ଉପରକୁ ଟେକା ପଥର ମାଡ କରାଯାଉଛି। ପୁରା ହିନ୍ଦୁଙ୍କୁ ଗୋଟି ଗୋଟି କରି ଟାର୍ଗେଟ କରି ଛାଡି ଚାଲିଯିବାକୁ ଧମକ ଦିଆଯାଉଛି। ତେବେ କାହିଁକି ହିନ୍ଦୁଙ୍କୁ ସଫ୍ଟ ଟାର୍ଗେଟ କରାଯାଉଛି ? ଏହାପଛରେ ରହିଛି କାହାର ହାତ ? କେବଳ ଘର ନୁହେଁ ବାଂଲାଦେଶରେ ଶହେରୁ ଅଧିକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ହୋଇଛି #Bangladesh #Hindu #Attack #SpecialReport #OdishaReporterOdisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #bangladeshviolence

Комментарии

Информация по комментариям в разработке