`ଆମ ଘର କଥା କାହାକୁ କହିବିନି’ || Bhubaneswar Sankha Bhawan || Khorda BJD Meeting || Odisha Reporter

Описание к видео `ଆମ ଘର କଥା କାହାକୁ କହିବିନି’ || Bhubaneswar Sankha Bhawan || Khorda BJD Meeting || Odisha Reporter

ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ବୈଠକ ବେଳେ ଶ୍ରୀମୟୀ ମିଶ୍ର ଓ ପ୍ରଦୀପ ସାହୁଙ୍କ ମଧ୍ୟରେ କଥା କଟା କଟି ଏବଂ ଶ୍ରୀମୟୀଙ୍କୁ ପ୍ରଦୀପ ସାହୁ ସମର୍ଥକଙ୍କ ପ୍ରବଳ ବିରୋଧ ଘଟଣା। ଏ ନେଇ ଶ୍ରୀମୟୀ କହିଛନ୍ତି, ଯୁଗେ ଯୁଗେ ଲେଖାଅଛି ଯେଉଁମାନେ ମହିଳା ମାନଙ୍କୁ ଅସମ୍ମାନ କରିଛନ୍ତି ତାର ଫଳ ସେ ନିଶ୍ଚିତ ପାଇଛନ୍ତି। ଯାହା ହୋଇଛି ତାହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର। ତାହା ଆମ ଦଳର ସମୀକ୍ଷା ବୈଠକ ଥିଲା, ବୈଠକରେ ଯେଉଁମାନେ ନେତୃ ମଣ୍ଡଳୀ ମାନେ ଥିଲେ ସେମାନେ ତାର ତର୍ଜମା ବିଷ୍ଲେଶଣ କରିବେ।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #srimayimishra #BJD #Khorda #Bhubaneswar #odisha #news #update #odishareporter

Комментарии

Информация по комментариям в разработке