ସିଡିପିଓ ମ୍ୟାଡମ ରାଗି ପାଚି ପଞ୍ଚମ || Allegations Against CDPO In Kendrapara || Pregnant Employee || OR

Описание к видео ସିଡିପିଓ ମ୍ୟାଡମ ରାଗି ପାଚି ପଞ୍ଚମ || Allegations Against CDPO In Kendrapara || Pregnant Employee || OR

ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା କିରାଣୀଙ୍କୁ ଡାକ୍ତରଖାନା ଛାଡ଼ିଲେଣି ସିଡିପିଓ । ଚାଲିଗଲା ନିଷ୍ପପ ଶିଶୁର ଜୀବନ । ଏଭଳି ଅଭିଯୋଗ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗର କାର୍ଯ୍ୟରତ ବରିଷ୍ଟ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର । ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ସିଡିପିଓ । ଆଉ ପ୍ରଶ୍ନ ପଚାରିବାରୁ ଗଣମାଧ୍ୟମ ଉପରେ ରାଗିଯାଉଛନ୍ତି । ଶୁଣନ୍ତୁ ସେ ଆଉ କଣ କହୁଛନ୍ତି ।

ସିଡିପିଓ ମ୍ୟାଡମ ରାଗି ପାଚି ପଞ୍ଚମ || Allegations Against CDPO In Kendrapara || Pregnant Employee || Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #CDPO #Kendrapada #clerk #Allegation #WomenAndChildDevelopment

Комментарии

Информация по комментариям в разработке