ମନୁଷ୍ୟକୁ ପ୍ରକୃତ ଶିକ୍ଷା କେଉଁ ଠାରୁ ମିଳେ ? | Amruta Sagara Bindu | Ep 31 | Prarthana

Описание к видео ମନୁଷ୍ୟକୁ ପ୍ରକୃତ ଶିକ୍ଷା କେଉଁ ଠାରୁ ମିଳେ ? | Amruta Sagara Bindu | Ep 31 | Prarthana

ମନୁଷ୍ୟକୁ ପ୍ରକୃତ ଶିକ୍ଷା କେଉଁ ଠାରୁ ମିଳେ ?
ଜ୍ଞାନ ପରି ଅମୃତ ସାଗର ଭିତରୁ ଵିନ୍ଦୁଏ ମାତ୍ର ପାଇବା ପାଇଁ ଏ ମଣିଷ କରେ କଠୋର ସାଧନା । ଜ୍ଞାନର ଅମୃତ ସାଗରରୁ ବିନ୍ଦୁଟିଏ ପାଇଗଲେ ଜୀବନ ଧନ୍ୟ ହୋଇ ଉଠେ । ସେହି ଜ୍ଞାନାମୃତ ପ୍ରାପ୍ତି ଲକ୍ଷ୍ୟରେ ପ୍ରାର୍ଥନାର ଭିନ୍ନ ଶୈଳୀର କାର୍ଯ୍ୟକ୍ରମ ''ଅମୃତ ସାଗର ବିନ୍ଦୁ'', ଦେଖନ୍ତୁ ପ୍ରତ୍ୟେକ ସୋମବାର ରୁ ବୁଧବାର ସକାଳ ୭ଟା ୩୦ ଓ ସନ୍ଧ୍ୟା ୬ଟା ପ୍ରାର୍ଥନାରେ ।
#AmrutaSagaraBindu #FullEpisode #PrarthanaTv
Prarthana TV is the number one Devotional TV channel in Odisha.

►SUBSCRIBE to Prarthana channel for more Odia Devotional content and Song
   / prarthanatv  

►Like us on Facebook
  / prarthanatv  

►Follow us on Instagram
  / prarthana_tv  

Visit our website for further details: www.prarthanatv.in

Комментарии

Информация по комментариям в разработке