JayJay Bharat //New Odia Patriotic Song // Sasank Sekhar //Puspanjali Patnaik //music odisha

Описание к видео JayJay Bharat //New Odia Patriotic Song // Sasank Sekhar //Puspanjali Patnaik //music odisha

Jay Jay Bharat 🇮🇳( ଜୟ ଜୟ ଭାରତ) is an Independence Day special Odia song produced under music odisha YouTube channel banner. The Odia Song will remember you the heritage and history and give you confidence to uplift the pride of the country.

Song Credits -:
Jay Jay Bharat
Lyrics -: Adikanda Sethi
Music -: Kaliprasad Panda
Singer -: Sasank Sekhar & Puspanjali Patanik
Arranger :- SaiLakhan
Camera :- Sudhansu
Sound Design -: Ama studio (BBSR)
please do like, share & comment and don't forget to Subscribe our Channel.

🛑This content is copyrighted to music odisha YouTube channel and music director kaliprasad panda. unauthorized publication, reupload, distribution and elegal use of this content is forbidden🚫

🇮🇳LYRICS 🇮🇳

M- ଯେଉଁ ମାଟିରେ ବହି ଯାଉଚି ଗଙ୍ଗା ଜଳର ଅମୃତ ଧାରା ,
ସେଇ ମାଟି ମୋ ଭାରତ ବର୍ଷ ମାଟି ବୈକୁଣ୍ଠ ପବିତ୍ର ପରା
....
F -ବନ ଝରଣା ଗାଉଚି ଗୀତ ନିତି
ଯା ତରଙ୍ଗେ ବେଦ ଶବଦ,
Cho - ଜୟ ଜୟ ଭାରତ
ଗିରି ଶିଖରୁ ଶୁଭୁଚି ପକ୍ଷୀ କାକଳୀ
ମନେ ଭରୁଚି ଆନନ୍ଦ,
Cho -ଜୟ ଜୟ ଭାରତ
M-ଏଇ ମାଟିର ରାମଲlଲl
ଏଠି ବୃନ୍ଦାବନେ କୃଷ୍ଣଲୀଳା
F- ଏଠି ନୀଳାଚଳେ ଜଗନ୍ନାଥ
ଏଠି ସଭିଏଁ ତ ଭାବାସକ୍ତ
M- ଗାଇ ଯାଅ ଜୟ ଜୟ ଜୟ ଭାରତ ।। 0 ।।
F- ତ୍ରିରଂଗାର ତରଙ୍ଗରେ ହୃଦରେ ସ୍ପନ୍ଦନ,
ଅଜୟ ମୁଁ ଦୁର୍ଜୟ ମୁଁ ଏ ମାଟି ସଂତାନ,
M- ସ୍ବାଭିମାନୀ ମୋ ଭାରତ ବିଶ୍ବେ ମହିୟାନ,
ତାଣ୍ଡବର ଝଙ୍କାରରେ ସେତ ବଳୀୟାନ
F-ଏଠି ଝରଣା କରେ ନୃତ୍ୟ
ଏଠି ପବନ ତ ଗାଏ ଗୀତ
ଏଠି ପାଷାଣ ବି କହେ କଥା
ଏଠି ନଦୀ ତୀର ତୀର୍ଥ କ୍ଷେତ୍ର
M - ଗାଇ ଯାଅ ଜୟ ଜୟ ଜୟ ଭାରତ ।। 1 ।।
F- ଅହିଂସାର ପଥେ ପଥେ ଜୀବନ ସଂଗ୍ରାମ,
ପୂଣ୍ୟର ମନ୍ଦିର ଦ୍ବାରେ ହସୁଚି ଧରମ,
M- ଜୟ ଦେବୀ ଜନ୍ମ ଭୂମି ଭାରତ ମୋହର,
ମମତାର ସମତାରେ ଆହା କି ମଧୁର,
F- ଏଇ ମାଟି ମୋ ଦେବଭୂମି
ଏଇ ମାଟି ପୁଣି ଆର୍ଯ୍ୟଭୂମି
ଏଠି ଗଙ୍ଗୋତ୍ରୀର ଚଟାଣରେ
ନିତି ବେଦ ହୁଏ ଗୁଞ୍ଜରିତ
M- ଗାଇ ଯାଅ ଜୟ ଜୟ ଜୟ ଭାରତ ।। 2 ।।

#musicodisha
#odiapatrioticsong2024
#independenceday2024
#78thindependaceday
#august15song
#sasanksekhar
#puspanjalipatnaik
#kaliprasadpanda
#odiasong
#odiamusic
#odiaindependancedaysong
#bestodiasong
#topodiasong
#odiaspecial
#newodiasong
#independencedaysong
#jayjaybharat
#bharatmatasong
#deshbhaktisong
#odiadeshbhaktisong
#bestdeshbhaktisong
#ଗଣତନ୍ତ୍ରଦିବସଗୀତ
#ଦେଶାତ୍ମବୋଧକଗୀତ
#ଜୟଜୟଭାରତ

Contact -: call/whatsApp
9040914232
email -: [email protected]

Комментарии

Информация по комментариям в разработке