ହତାସ୍ ବବି ଦାସ....! || Pranab Prakash Das || BJD || Bhubaneswar || Odisha Reporter

Описание к видео ହତାସ୍ ବବି ଦାସ....! || Pranab Prakash Das || BJD || Bhubaneswar || Odisha Reporter

ପୂର୍ବରୁ ବବିଙ୍କ ବିରୋଧରେ କହିଲେ, ମାଡ଼ି ଆସିଥିଲେ ବିଜୁ ଜନତା ଦଳର ନେତା-କର୍ମୀ। କିନ୍ତୁ ଏବେ ସେ ପୂରା ଏକୁଟିଆ ଭଳି ଲାଗୁଛନ୍ତି। ଏହାରି ଭିତରେ ପ୍ରଶ୍ନ ଉଠୁଛି, ବିଜେଡିରେ ଅଛନ୍ତି ତ ବବି ? ଦଳରେ ପୂର୍ବ ଭଳି ତାଙ୍କର ପତିଆର ରହିଛି ତ ? ବିଜେଡିରେ କେଉଁ ପଦବୀରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ ? ବବିଙ୍କ ପାଇଁ ମୁହଁ ଖୋଲିବାକୁ ଭୟ କରୁଛନ୍ତି ନେତା ? ବର୍ତ୍ତମାନ ବିଜୁ ଜନତା ଦଳରେ କେଉଁ ପଦବୀ ଅଛନ୍ତି ବବି ?

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #pranabprakashdas #boby #bjd #bhubaneswar #odisha #OdishaReporter

Комментарии

Информация по комментариям в разработке