Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть Relationship | Freedom from the past | Finance | Transformation in aspiring communes | Ch Nirakar

  • EAGER TO FORGE AHEAD
  • 2025-06-06
  • 515
Relationship | Freedom from the past | Finance | Transformation in aspiring communes | Ch Nirakar
  • ok logo

Скачать Relationship | Freedom from the past | Finance | Transformation in aspiring communes | Ch Nirakar бесплатно в качестве 4к (2к / 1080p)

У нас вы можете скачать бесплатно Relationship | Freedom from the past | Finance | Transformation in aspiring communes | Ch Nirakar или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку Relationship | Freedom from the past | Finance | Transformation in aspiring communes | Ch Nirakar бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео Relationship | Freedom from the past | Finance | Transformation in aspiring communes | Ch Nirakar

00:48 ଯଦି ଭଗବାନ ସମଗ୍ର ବିଶ୍ୱକୁ ସୃଷ୍ଟି କରିଛନ୍ତି, ତେବେ ଧର୍ମ, ଜାତି, ଦେଶ ଇତ୍ୟାଦି ବିଭିନ୍ନ ସ୍ତରରେ କାହିଁକି ଦ୍ୱନ୍ଦ ଅଛି? ଭଗବାନ ସେସବୁକୁ କାହିଁକି ଅନୁମତି ଦେଉଛନ୍ତି?
If the Divine has created the whole world, then why are there conflicts at different levels such as religion, caste, countries, etc.? Why the Divine is allowing them?

09:39 ଆମେ ଅତୀତ ପ୍ରତି ଆମର ଆସକ୍ତିରୁ ସୃଷ୍ଟି ହେଉଥିବା ବିଶ୍ୱରେ ଅଗଣିତ ସମସ୍ୟାର ସମ୍ମୁଖୀନ ହେଉଛୁ। କିନ୍ତୁ କ’ଣ ପ୍ରକୃତରେ ମାନବଜାତି ପାଇଁ ଅତୀତରୁ ମୁକ୍ତି ପାଇବା ସମ୍ଭବ? ପ୍ରକୃତ ସମାଧାନର ସମୟ କେବେ ଆସିବ, ଏବଂ ଏହା କେଉଁଠାରୁ ଆରମ୍ଭ ହେବା ଉଚିତ? କ’ଣ ସମାଧାନ ସମଗ୍ର ବିଶ୍ୱରେ ଏକାଥରେ ବାହାରିବ, ନା ଏହା ଏକ ନିର୍ଦ୍ଦିଷ୍ଟ ବିନ୍ଦୁରୁ ଆରମ୍ଭ ହେବ?
We constantly encounter countless problems in the world that arise from our attachment to the past. But is it truly possible for humanity to gain freedom from the past? When will the time for real solutions come, and where should it begin? Will the solution emerge all at once across the world, or will it begin from a specific point?

19:56 ଆମେ ସମସ୍ତେ ମା'ଙ୍କ ସନ୍ତାନ ହେବା ସତ୍ତ୍ଵେ ଯେତେବେଳେ ଗୋଟିଏ ଝିଅ ଏବଂ ପୁଅ ମଧ୍ୟରେ ପବିତ୍ର ସମ୍ପର୍କ ବଜାୟ ରଖିବାର କଥା ଆସେ, ସମାଜ କାହିଁକି ନକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କରେ ଏବଂ ନିୟମ ଶୃଙ୍ଖଳାର ଆଳରେ ଦୂରତା ବଜାୟ ରଖିବା ପାଇଁ କହିଥାଏ?
Despite us all being children of our Divine Mother, when it comes to maintaining a sacred relationship between a girl and a boy, why does society react negatively and ask us to maintain distance under the guise of rules and regulations?

26:18 ଆର୍ଥିକ ସଙ୍କଟକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବା ପାଇଁ ଆଭିପ୍ସା ସମୂହ କେନ୍ଦ୍ରର କେଉଁ ପ୍ରକାରର ଆର୍ଥିକ ପରିଚାଳନା ବ୍ୟବସ୍ଥା ଗ୍ରହଣ କରିବା ଉଚିତ?
What kind of financial management system should an aspiring community adopt to effectively navigate a financial crisis?

32:28 ଆମର ବାର୍ଷିକ ବୈଠକରେ, ଆମେ ଆଲୋଚନା କରିଥିଲୁ ଯେ ସମସ୍ତ ବିଦ୍ୟମାନ ବ୍ୟବସାୟିକ ମଡେଲଗୁଡ଼ିକ ଆଭିପ୍ସା ସମୂହ କେନ୍ଦ୍ରର ଅଂଶ ହୋଇପାରେ। ତଥାପି, ଏହି ମଡେଲଗୁଡ଼ିକ ଅତୀତ ଆଧାରିତ, ଲାଭ-କେନ୍ଦ୍ରିକ, ଓ ଗ୍ରାହକଙ୍କ ଇଚ୍ଛାର ଉତ୍ତେଜନା ଉପରେ ନିର୍ଭର କରନ୍ତି। ଆମେ କ'ଣ ସମାନ ପଦ୍ଧତି ଜାରି ରଖିବୁ? ଯଦି ନୁହେଁ, ତେବେ ଏହି ପାରମ୍ପରିକ ମଡେଲଗୁଡ଼ିକୁ କିପରି ଏକ ଗଭୀର ଆଧ୍ୟାତ୍ମିକ ଆଭିପ୍ସା ସହିତ ସମନ୍ୱିତ କରାଯାଇପାରିବ?
In our annual meeting, we discussed that all the existing business models can be part of the aspiring commune. However, these models are rooted in the past and are largely profit-oriented, often relying on the stimulation of customer desires. Are we going to continue with the same approach? If not, how can these traditional models be aligned with a deeper spiritual aspiration?

44:47 ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଆର୍ଥିକ ସମସ୍ୟା ଯାହା ପ୍ରାୟତଃ ଆମକୁ ଏକ ନୂତନ ଅଭିପ୍ସା ସମୂହ କେନ୍ଦ୍ର ଆରମ୍ଭ କରିବା କିମ୍ବା ଏକ ବିଦ୍ୟମାନ କେନ୍ଦ୍ରରେ ବସତି ସ୍ଥାପନ କରିବାରେ ବାଧା ଦିଏ। ଯେଉଁମାନେ ଅଭିପ୍ସା ସମୂହ କେନ୍ଦ୍ରରେ ଯୋଗ ଦେବା ପାଇଁ ପଦକ୍ଷେପ ନିଅନ୍ତି ବ୍ୟକ୍ତିଗତ ସ୍ତରରେ ହେଉ କିମ୍ବା ସଙ୍ଗଠନ ସ୍ତରରେ ହେଉ, ସେମାନଙ୍କ ପାଇଁ ମଧ୍ୟ ଆର୍ଥିକ ଚିନ୍ତା ଜାରୀ ରହିଥାଏ। କିନ୍ତୁ ଯଦି କେହି ଅଭିପ୍ସା କେନ୍ଦ୍ର ମଧ୍ୟରେ ଏକ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ତେବେ ସେମାନଙ୍କୁ ଅତୀତର ପାରମ୍ପରିକ ମଡେଲ ଉପରେ ନିର୍ଭର କରିବା ଉଚିତ୍ ନା ସେମାନେ ଅଭିପ୍ସା ସମୂହ କେନ୍ଦ୍ର ର ପ୍ରେରଣା ପାଇଁ ଅପେକ୍ଷାରେ ନିମଜ୍ଜି ଯିବା ଉଚିତ୍?
One of the biggest concerns is the finance, which stops us from starting new aspiring commune or settling into an existing one. Even for those who take the step to join the commune, the financial concern persists if not on the personal level but for the organization as a whole. If someone wishes to start a business within a spiritual commune, should they rely on the conventional models from the past or should they first immerse themselves in the spirit of the commune and wait for the inspiration to guide their steps?

52:49 କିଛି ଲୋକ ଅଛନ୍ତି ଯେଉଁମାନେ ନିଜର ବର୍ତ୍ତମାନର ଜୀବନ-ଶୈଳୀରେ ସନ୍ତୁଷ୍ଟ ଥିବାରୁ ସେମାନେ ଜୀବନରେ କୌଣସି ପରିବର୍ତ୍ତନର ଆବଶ୍ୟକତା ଅନୁଭବ କରନ୍ତି ନାହିଁ। ଅନ୍ୟମାନେ ପରିବର୍ତ୍ତନର ଆବଶ୍ୟକତା ଅନୁଭବ କରନ୍ତି ସତ , କିନ୍ତୁ କେଉଁ ଦିଗରେ ଯିବାକୁ ହେବ ତାହା ଜାଣି ନାହାଁନ୍ତି; - ଏହା ଦିବ୍ୟତାର ସନ୍ଧାନ ହେଉ କିମ୍ବା ସେମାନଙ୍କର ଚୈତ୍ୟ ସତ୍ତାର ସନ୍ଧାନ ପାଇଁ ହେଉ। ଏହି ଦୁଇ ବର୍ଗର ଲୋକ କିପରି ରୂପାନ୍ତର କାର୍ଯ୍ୟରେ ଯୋଗଦାନ ଦେଇପାରିବେ?
There are people who do not feel the need for any change in their lives because they are satisfied with their present way of living. Others do feel the need for change but are unsure of the direction to take—whether it is a search for the Divine or for their psychic being. How can these two categories of people contribute to the work of transformation?

Комментарии

Информация по комментариям в разработке

Похожие видео

  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей [email protected]