Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть ବାପାଙ୍କୁ ବ୍ରେନ ଷ୍ଟ୍ରୋକ! ଡାକ୍ତର କହିଲେ ବଞ୍ଚିବେନି, ଜଗନ୍ନାଥଙ୍କ ଅପାର ମହିମା | Jay Jagannath TV

  • JAY JAGANNATH TV
  • 2026-03-02
  • 511
ବାପାଙ୍କୁ ବ୍ରେନ ଷ୍ଟ୍ରୋକ! ଡାକ୍ତର କହିଲେ ବଞ୍ଚିବେନି, ଜଗନ୍ନାଥଙ୍କ ଅପାର ମହିମା |  Jay Jagannath TV
  • ok logo

Скачать ବାପାଙ୍କୁ ବ୍ରେନ ଷ୍ଟ୍ରୋକ! ଡାକ୍ତର କହିଲେ ବଞ୍ଚିବେନି, ଜଗନ୍ନାଥଙ୍କ ଅପାର ମହିମା | Jay Jagannath TV бесплатно в качестве 4к (2к / 1080p)

У нас вы можете скачать бесплатно ବାପାଙ୍କୁ ବ୍ରେନ ଷ୍ଟ୍ରୋକ! ଡାକ୍ତର କହିଲେ ବଞ୍ଚିବେନି, ଜଗନ୍ନାଥଙ୍କ ଅପାର ମହିମା | Jay Jagannath TV или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку ବାପାଙ୍କୁ ବ୍ରେନ ଷ୍ଟ୍ରୋକ! ଡାକ୍ତର କହିଲେ ବଞ୍ଚିବେନି, ଜଗନ୍ନାଥଙ୍କ ଅପାର ମହିମା | Jay Jagannath TV бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео ବାପାଙ୍କୁ ବ୍ରେନ ଷ୍ଟ୍ରୋକ! ଡାକ୍ତର କହିଲେ ବଞ୍ଚିବେନି, ଜଗନ୍ନାଥଙ୍କ ଅପାର ମହିମା | Jay Jagannath TV

ଜୟ ଜଗନ୍ନାଥ! 🙏

"ଭକ୍ତର ଭରସା ଜଗନ୍ନାଥ"। ମୋ ବାପାଙ୍କୁ ହଠାତ୍ ବ୍ରେନ ଷ୍ଟ୍ରୋକ ହେଲା, ଡାକ୍ତରଖାନାରେ ସେ ଭେଣ୍ଟିଲେଟରରେ ଥିଲେ। ଡାକ୍ତରମାନେ ରୋକଠୋକ୍ କହିଦେଲେ— "ଆଉ ଆଶା ନାହିଁ, ବୋଧେ ବାପା ଆଉ ବଞ୍ଚିବେନି"। ସେହି ମୁହୂର୍ତ୍ତରେ ମୁଁ ପୁରା ଭାଙ୍ଗି ପଡ଼ିଥିଲି। କେବଳ ସେହି 'ଆପଦଉଦ୍ଧାରଣ' ଜଗନ୍ନାଥଙ୍କୁ ଆକୁଳ ହୋଇ ଡାକିଥିଲି— 'ପ୍ରଭୁ! ତୁମେ ତ ପତିତପାବନ, ମୋ ବାପାଙ୍କୁ ଫେରାଇ ଦିଅ'। ଆଜି ମୋ ବାପା ଯଦି ଆମ ଗହଣରେ ଅଛନ୍ତି, ତାହା କେବଳ ମୋ ପ୍ରଭୁଙ୍କର ଏକ ଦିବ୍ୟ ଚମତ୍କାର।

ଆଜିର Jay Jagannath TV ଭିଡିଓରେ ଶୁଣନ୍ତୁ ଏହି ଶିହରଣକାରୀ ସତ୍ୟ ଘଟଣା। କେମିତି କଳା ଶ୍ରୀମୁଖଙ୍କ କୃପାରୁ ମୃତ୍ୟୁ ବି ହାର ମାନିଲା। ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ।

ଆଜିର ଭାବ:
📺 ଶୋ' ର ନାମ: ଭକ୍ତଙ୍କ ଅନୁଭୂତି (Bhaktanka Anubhuti)
🚩 ଚ୍ୟାନେଲ: Jay Jagannath TV

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

#jayjgannathtvlive #namitaagrawal #sidharthtv

Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Комментарии

Информация по комментариям в разработке

Похожие видео

  • ମୃତ୍ୟୁମୁଖରୁ ସ୍ୱାମୀଙ୍କୁ ଛଡ଼ାଇଆଣିଲେ ଜଗନ୍ନାଥ! ଭୟଙ୍କର ଦୁର୍ଘଟଣାରୁ କିପରି ମିଳିଲା ନୂଆ ଜୀବନ? Jay Jagannath TV
    ମୃତ୍ୟୁମୁଖରୁ ସ୍ୱାମୀଙ୍କୁ ଛଡ଼ାଇଆଣିଲେ ଜଗନ୍ନାଥ! ଭୟଙ୍କର ଦୁର୍ଘଟଣାରୁ କିପରି ମିଳିଲା ନୂଆ ଜୀବନ? Jay Jagannath TV
    6 часов назад
  • ମହାପ୍ରଭୁ ମତେ ମାରି ଦିଅନ୍ତୁ | Jagannath Mahima | Shakti Shankar Mishra | Odisha 365
    ମହାପ୍ରଭୁ ମତେ ମାରି ଦିଅନ୍ତୁ | Jagannath Mahima | Shakti Shankar Mishra | Odisha 365
    1 год назад
  • 🔴LIVE | ରାଜ୍ୟସଭା ପ୍ରାର୍ଥୀ ବିଜେପିରୁ କିଏ ? | BJP Candidate | Rajyasabha Election | Odisha Reporter
    🔴LIVE | ରାଜ୍ୟସଭା ପ୍ରାର୍ଥୀ ବିଜେପିରୁ କିଏ ? | BJP Candidate | Rajyasabha Election | Odisha Reporter
  • ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ
    ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ
    3 года назад
  • Паблик-ток с Владимиром Мартыновым и Николаем Комягиным. Центр
    Паблик-ток с Владимиром Мартыновым и Николаем Комягиным. Центр "Зотов", 07.03.2025.
    11 месяцев назад
  • ଜଗତ ଦେଖିନଥିବା ମଣିଷ କରୁଛି ଜଗତ ଚିନ୍ତା...| Badalokanka Piladina | EP 1 | Real Story | Prarthana Life
    ଜଗତ ଦେଖିନଥିବା ମଣିଷ କରୁଛି ଜଗତ ଚିନ୍ତା...| Badalokanka Piladina | EP 1 | Real Story | Prarthana Life
    9 месяцев назад
  • Today(2-Mar)Dwaraphita,Mangala Alati,Besa Sringara & Dhupa Alati
    Today(2-Mar)Dwaraphita,Mangala Alati,Besa Sringara & Dhupa Alati
    4 часа назад
  • ଅସମ୍ଭବକୁ ସମ୍ଭବ କଲେ ଜଗନ୍ନାଥ! ଜାଣନ୍ତୁ କିପରି ଭକ୍ତଙ୍କୁ ମିଳିଲା ମନଲାଖି ଚାକିରୀ? | Jay Jagannath TV
    ଅସମ୍ଭବକୁ ସମ୍ଭବ କଲେ ଜଗନ୍ନାଥ! ଜାଣନ୍ତୁ କିପରି ଭକ୍ତଙ୍କୁ ମିଳିଲା ମନଲାଖି ଚାକିରୀ? | Jay Jagannath TV
    7 часов назад
  • ୮୪ ଲକ୍ଷ ଯୋନି କଣ ? ଜୀଵ କେଉଁ ଯୋନିରେ ତପସ୍ୟା କରି ମଣିଷ ଜନ୍ମ ପାଇଲା ? @BipiniBihariSamal । Pravachan ।
    ୮୪ ଲକ୍ଷ ଯୋନି କଣ ? ଜୀଵ କେଉଁ ଯୋନିରେ ତପସ୍ୟା କରି ମଣିଷ ଜନ୍ମ ପାଇଲା ? @BipiniBihariSamal । Pravachan ।
    2 года назад
  • ଗାଁ ଭାଇ ସହରୀ ଭାଇ | Bhitiri Katha 78 | Narayan Mishra | Odisha365 | Conflict between Brothers
    ଗାଁ ଭାଇ ସହରୀ ଭାଇ | Bhitiri Katha 78 | Narayan Mishra | Odisha365 | Conflict between Brothers
    3 года назад
  • ଆଜିର ବେଶ ଶୃଙ୍ଗାର ଓ ମା'ବାଟମଙ୍ଗଳା ଦର୍ଶନ (01.03.2026) | ମେଣ୍ଢାପୋଡି କାହିଁକି କରାଯାଏ ? Jay Jagannath TV
    ଆଜିର ବେଶ ଶୃଙ୍ଗାର ଓ ମା'ବାଟମଙ୍ଗଳା ଦର୍ଶନ (01.03.2026) | ମେଣ୍ଢାପୋଡି କାହିଁକି କରାଯାଏ ? Jay Jagannath TV
    8 часов назад
  • 🎈МАЯПУР. Храм Дхамешвара Махапрабху, Джаганнатх дас бабаджи. ББ Кешава Свами. 2026.02.22
    🎈МАЯПУР. Храм Дхамешвара Махапрабху, Джаганнатх дас бабаджи. ББ Кешава Свами. 2026.02.22
    1 день назад
  • ⚡️НОВОСТИ | КРУПНЫЙ ПОЖАР В МОСКВЕ | РОССИЯН ЭВАКУИРУЮТ ИЗ ДУБАЯ | «ХЕЗБОЛЛА» ВСТУПИЛА В ВОЙНУ
    ⚡️НОВОСТИ | КРУПНЫЙ ПОЖАР В МОСКВЕ | РОССИЯН ЭВАКУИРУЮТ ИЗ ДУБАЯ | «ХЕЗБОЛЛА» ВСТУПИЛА В ВОЙНУ
    4 часа назад
  • "ଆଙ୍ଗୁଠି କାଟିବୁ ନା ହାତ?" ଡାକ୍ତରଙ୍କ କଥା ଶୁଣି ପାଦ ତଳୁ ମାଟି ଖସିଗଲା, ଶେଷରେ ଜଗା ଦେଖାଇଲେ ଚମତ୍କାର!
    2 недели назад
  • ଆଜି(02-Mar)ଶ୍ରୀପତିତପାବନଙ୍କ ଧୂପଆଳତୀର ଦିବ୍ୟଦର୍ଶନ #Patitapaban Dhupa Alati #JayJagannathTv
    ଆଜି(02-Mar)ଶ୍ରୀପତିତପାବନଙ୍କ ଧୂପଆଳତୀର ଦିବ୍ୟଦର୍ଶନ #Patitapaban Dhupa Alati #JayJagannathTv
    8 часов назад
  • କେଉଁ ପୁଅ ମା'ର ବାହାଘର ଦେଖିଲା ? | Badalokanka Piladina | EP 2 | Real Story | Prarthana Life
    କେଉଁ ପୁଅ ମା'ର ବାହାଘର ଦେଖିଲା ? | Badalokanka Piladina | EP 2 | Real Story | Prarthana Life
    9 месяцев назад
  • ଆଜି (02-Mar) ମା' ବାଟମଙ୍ଗଳାଙ୍କ ଦିବ୍ୟ ଦର୍ଶନ | Jay Jagannath TV
    ଆଜି (02-Mar) ମା' ବାଟମଙ୍ଗଳାଙ୍କ ଦିବ୍ୟ ଦର୍ଶନ | Jay Jagannath TV
    8 часов назад
  • Bhaktanka Anubhuti - ଭକ୍ତଙ୍କ ଅନୁଭୂତି-ଭକ୍ତ ମାନଙ୍କର ଭିନ୍ନ ଭିନ୍ନ ମତ | Jay Jagannath TV
    Bhaktanka Anubhuti - ଭକ୍ତଙ୍କ ଅନୁଭୂତି-ଭକ୍ତ ମାନଙ୍କର ଭିନ୍ନ ଭିନ୍ନ ମତ | Jay Jagannath TV
    3 года назад
  • ଜଣେ ବୃନ୍ଦାବନ ଭକ୍ତର କାହାଣୀ || ସତ୍ୟାନନ୍ଦ ଦାସ || WC BHAKTI
    ଜଣେ ବୃନ୍ଦାବନ ଭକ୍ତର କାହାଣୀ || ସତ୍ୟାନନ୍ଦ ଦାସ || WC BHAKTI
    3 года назад
  • КУДА ПРОПАЛИ НОРМАЛЬНЫЕ ДОКТОРА/УЧИТЕЛЯ? ЧТО ДАЛЬШЕ? ЧЕРНИГОВСКАЯ ТАТЬЯНА
    КУДА ПРОПАЛИ НОРМАЛЬНЫЕ ДОКТОРА/УЧИТЕЛЯ? ЧТО ДАЛЬШЕ? ЧЕРНИГОВСКАЯ ТАТЬЯНА
    6 дней назад
  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей video2contact@gmail.com