Maa Budhakendu ,Khetriyabarpur ll Near Bhanjanagar ll Ganjam ll ମା ବୁଢାକେନ୍ଦୁ, କ୍ଷେତ୍ରୀୟଵରପୁର

Описание к видео Maa Budhakendu ,Khetriyabarpur ll Near Bhanjanagar ll Ganjam ll ମା ବୁଢାକେନ୍ଦୁ, କ୍ଷେତ୍ରୀୟଵରପୁର

ସ୍ଥାନୀୟ ଲୋକ କହିବା ଅନୁସାରେ ଜଣେ ଧୋବା ଘଞ୍ଜ ଜଙ୍ଗଲ ଭିତରକୁ କାଠ ହାଣିବା ଯାଇଥିବା ବେଳେ ଜଙ୍ଗଲରେ ଥିବା କେନ୍ଦୁ ଗଛକୁ ହାଣିବା ପାଇଁ କୁରାଢ଼ୀ ଚୋଟ ପକାଇଥିଲା l ଗଛର ହଣା ଯାଇଥିବା ସ୍ଥାନରୁ ରକ୍ତ ଝରିବା ଆରମ୍ବ ଦେଖି ସେ ଆଚର୍ଯ୍ୟା ହୋଇ ଯାଇଥିଲା l ଘଟଣା ସକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳବାସିଙ୍କୁ ଜଣାଇଥିଲେ ବୁଦ୍ଧା ଜଣଙ୍କ l ହଠାତ ଘଟଣାକୁ ବିଶ୍ୱାସ ନ କରିପାରିଲେ ମଧ୍ୟ ନିଜ ଆଖିରେ ନ ଦେଖିଲେ ପରେ ଘଟଣାର ସତ୍ୟାସତ ଜାଣିପାରିଲେ l ପରବତୀ ସମୟରେ ରଜକର  ମୁତୃ ହୋଇଥିଲା l ଏହି ଅଲୌକିକ ଘଟଣାକୁ ଦେଖି ଏହା ଦେବୀଙ୍କ ମହିମା ବୋଲି ବିଚାର କରି ପୂଜାପାଠ ମହାଯଂଜ୍ଞ କରିଥିଲେ ଅଞ୍ଚଳବାସି l ସେହିଦିନଠାରୁ ଏହି ଅଞ୍ଚଳରେ ମାଙ୍କ ମହିମା ପ୍ରଚାର ହେବାସହ ଅଂଚଳବାସୀଙ୍କ ପାଇଁ ଇଷ୍ଟଦେବୀ ପାଲିଟି ଗଲେ ମା ବୁଢାକେନ୍ଦୁ l

ଆଜି ବି ଏହି ଶକ୍ତିପୀଠ ରେ ସେହି କୁରାଢ଼ୀ ଅଛି ଯେଉଥିରେ କେନ୍ଦୁ ଗଛକୁ ଚୋଟ ମାରିଥିଲା ରଜକ (ଧୋବା ) l

ବିଶେଷ କରି କାର୍ତିକ ପୁର୍ଣିମା ଓ ଚ୍ୟେତ୍ର ମାସରେ ଏଠାରେ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ l

ଭଞ୍ଜନଗର ଠାରୁ ମା ବୁଢାକେନ୍ଦୁ ମନ୍ଦିର ଦୂରତା 18 km l
ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ପରିବେଶ ଭାରୀ ସୁନ୍ଦର l ଏହି ନିରୋଳା ସ୍ଥାନ ସହରର ଗହଳିଚହଳି ଠାରୁ ଦୂରରେ ଓ ମନକୁ ଦିଏ ଅଶେଷ ପ୍ରଶାନ୍ତି l

ଏହି ପୀଠରେ ଭୋଜିଭାତ ନିମନ୍ତେ ହଣ୍ଡାହାଣ୍ଡି, ଗ୍ୟାସ ଓ ଗ୍ୟାସଚୁଲା ଏବଂ ଅନ୍ୟାନ୍ୟ ଆନୁଷ୍ଠାନିକ ବ୍ୟବସ୍ଥା ରହିଁଛ l

Maa Budhakendu Temple
Prataplaxmanpur
khetriyabarpur, Gangapur, Ganjam
Odisha 761123
--------------------------------Maa Budhakendu-----------
According to locals, a laundryman was cutting wood into the forest when he was hit by an ax to cut down a Kendu tree in the forest. When he did not see it with his own eyes, he realized the truth of the incident. Later, Rajkar died. Seeing this miraculous event, he worshiped the people of the area, believing it to be the glory of the goddess.

Even today, the Shakti Peetha has an ax that injured the Kendu tree.

Thousands of devotees congregate here, especially during the Kartik Purnima and Chetra months

The distance from Maa Budhakendu temple to Bhanjanagar is 18 km l

This environment is full of natural beauty and this lonely place is far away from the hustle and bustle of the city and gives you endless peace of mind.

The booth has pots, pans and gas stoves and other formal arrangements for dinner.
---------‐-------‐-----------------------------------------------------

#MaaBudhakendu #SarojaKantaNayak #Bhanjanagar #ganjam #Ghumsar #GhumusarVlogsSaroja #odisha
--------------------------------------------------------------------------------------------------------------------------------------------
My Second Vlog Channel --
   / ghumusarvlogssaroja  
-----------------------------------------------------------------------------------------------------------------------------------------------
Follow Me on
Youtube :-   / sarojakantanayak  
Instagram :-   / sarojakantanayak  
Facebook :-   / sarojakanta.nayak.7  
Twitter :-   / nayaksarojkanta  
Telegram :-  https://telegram.org/dl
-------------------‐---------------------------------------------------

Contact us :-
Saroja Kanta Nayak
Email id :- [email protected]
____________________________________________________________________________________________


-------------Music Credits -------
-------------------------------------------------------------
SITAR SOUTH MIRUDANGAM by-flute Soundcloud :   / sitar.  .
Website : https://www.byflute.com/

Комментарии

Информация по комментариям в разработке