ବାପାଙ୍କୁ ଭୂଲିଗଲେ ସମ୍ବିତ, ଖେଳ କରିଦେଲେ ବସନ୍ତ | Sambit Rout | BJD's Jan Sampark Padayatra in Jajpur |OR

Описание к видео ବାପାଙ୍କୁ ଭୂଲିଗଲେ ସମ୍ବିତ, ଖେଳ କରିଦେଲେ ବସନ୍ତ | Sambit Rout | BJD's Jan Sampark Padayatra in Jajpur |OR

#ବାପାଙ୍କୁ_ଭୂଲିଗଲେ_ସମ୍ବିତ_ଖେଳ_କରିଦେଲେ_ବସନ୍ତ
ଗାନ୍ଧି ଜୟନ୍ତୀରେ ପୃଥକ ପୃଥକ ଭାବେ ଦୁଇଟି ଜନ ସଂପର୍କ ପଦଯାତ୍ରା ଦେଖି, ଲୋକଙ୍କ ମନରେ ଅନେକ ପ୍ରଶ୍ନ। ଗୋଟିଏ ପଟେ ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ଗୋଷ୍ଠୀ ଏବଂ ଅନ୍ୟପଟେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ଗୋଷ୍ଠୀ। ପୁଅ ସମ୍ବିତ ରାଉତରାୟଙ୍କ ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମରେ ନାହିଁ ବାପାଙ୍କ ଫଟୋ ,ନଗର ସଭାପତି ତଥା ପୌରାଧ୍ୟକ୍ଷଙ୍କ କାର୍ଯ୍ୟକ୍ରମରେ ଅଛି ସ୍ବର୍ଗତଃ ଦାମ ରାଉତଙ୍କ ଫଟୋ ।


ବାପାଙ୍କୁ ଭୂଲିଗଲେ ସମ୍ବିତ, ଖେଳ କରିଦେଲେ ବସନ୍ତ | Sambit Rout | Paradip Politics | BJD's Jan Sampark Padayatra | Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#Odisha #OdishaReporter #BJD #SambitRoutray #BasantBiswal #DamodaraRout #Paradip

Комментарии

Информация по комментариям в разработке