Padmashree Guru Mayadhar Raut... 🙏🙏

Описание к видео Padmashree Guru Mayadhar Raut... 🙏🙏

ଓଡ଼ିଶୀ ନୃତ୍ୟ ଜଗତର ପ୍ରଥମ ପିଢ଼ିର ଅନ୍ୟ ଏକ ମହାନ୍ ଗୁରୁ ହେଉଛନ୍ତି ପଦ୍ମଶ୍ରୀ ଗୁରୁ ଶ୍ରୀ ମାୟାଧର ରାଉତ 🙏। ସେ ସଂଚାରୀ ଭାବ, ଓଡ଼ିଶୀ ନୃତ୍ୟରେ ମୁଦ୍ରାର ପ୍ରୟୋଗ ଏବଂ ଗୀତଗୋବିନ୍ଦ କାବ୍ୟକୁ ଏକ ନୂତନ ଦିଗ ଦେଇଥିଲେ। ସେ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟର ଏକ ଅନନ୍ୟ ଶୈଳୀର ସ୍ରଷ୍ଟା ଅଟନ୍ତି। ଆଜି ଗୁରୁଜୀଙ୍କ ୯୧ତମ ଜନ୍ମ ଦିବସ ଅବସରରେ ଗୁରୁଜୀଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ ଏବଂ ଭଗବାନ ଗୁରୁଙ୍କୁ ସୁସ୍ଥ ଏବଂ ଦୀର୍ଘାୟୁ କରନ୍ତୁ ଏତିକି ପ୍ରାର୍ଥନା କରୁଛୁ।🙏🙏🙇🙇💐A great first generation guru of the Odissi dance world is Padma Shri Guru Shri Mayadhar Raut.🙏🙏 He gave a new direction to Sanchari Bhava, the use of Mudras in Odissi dance and the poetry of Gitagobind. He is the creator of a unique style of Odissi classical dance. Today, on the occasion of Guruji's 91th birthday, we extend our best wishes and best wishes to Guruji and wish him a long and healthy life.🙏🙏🙏🙇🙇💐

Комментарии

Информация по комментариям в разработке