ଚଢେୟା ନାଚ ଦେଖି ଲୋକେ ଖୁସି ହେଇଗଲେ । ରାଉଳପଲ୍ଲୀ ପାର୍ଟ

Описание к видео ଚଢେୟା ନାଚ ଦେଖି ଲୋକେ ଖୁସି ହେଇଗଲେ । ରାଉଳପଲ୍ଲୀ ପାର୍ଟ

ଚଢେୟା ନାଚ ଦେଖି ଲୋକେ ଖୁସି ହେଇଗଲେ । ରାଉଳପଲ୍ଲୀ ପାର୍ଟ #raulapallidandanacha #shortvideo #bibekraula


Instagram - https://www.instagram.com/ig_bibek_02...


About Channel-

Hi,Hello I am Bibek Raula.
Tourist Place,Vlogging,Invisible Local Places information details ପାଇଁ ଏ Channel ଟି Completely ଓଡ଼ିଆରେ । ମୁଁ ଜଣେ ଓଡ଼ିଆ ଆମ ଓଡ଼ିଆ ଲୋକଙ୍କ ସହ ସବୁବଳେ ରହିବାକୁ ଚାହେଁ । ମୋର ଏ ଚ୍ୟାନେଲ୍ ବନାଇବାର ମୂଳ ଲକ୍ଷ୍ୟ ହେଉଛି କିଛିଟା Information (ଓଡ଼ିଶା ବାହାରେ ଥିବା ବିଭିନ୍ନ ସ୍ଥାନର କିମ୍ବା ଓଡ଼ିଶାର ) ମୋ video ମାଧ୍ୟମରେ Share କରିବା ପାଇଁ । ଯଦି ଆପଣମାନଙ୍କୁ ମୋର ସବୁ Video ଗୁଡ଼ିକ ଭଲ ଇଁ ଲାଗୁଛି ମୋ Channel କୁ Subscribe କରନ୍ତୁ । ଏମିତି Informational Video Pain..
Jay Jagannath . Keep Support Me. Bibek Raula
Berhampur Odisha (Gupteswar, Raulapalli)

#bibekraula #raulapallidandanacha

Raulapalli danda nacha
raulapalli danda
Danda nacha 2024
raulapalli danda nacha 2024


Thank you❤🙏

Комментарии

Информация по комментариям в разработке