Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть 16000 bottle cough syrup seized Patnagah police

  • Odisha Times
  • 2019-12-03
  • 92
16000 bottle cough syrup seized Patnagah police
#odishatimes#odisha time#kalahandi news#odisha news16000 bottle cough syrup seized Patnagah police
  • ok logo

Скачать 16000 bottle cough syrup seized Patnagah police бесплатно в качестве 4к (2к / 1080p)

У нас вы можете скачать бесплатно 16000 bottle cough syrup seized Patnagah police или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку 16000 bottle cough syrup seized Patnagah police бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео 16000 bottle cough syrup seized Patnagah police

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୋଲିସ ରବିବାର ବିଳମ୍ବିତ ରାତିରେ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମର ଏକ ଗୋଦାମ ଘରେ ଚଢ଼ାଉ କରି ୧୬ ହଜାର ବୋତଲ କଫ୍‌ ସିରପ ଜବତ କରିଛି। ଜବତ ହୋଇଥିବା କଫ୍‌ ସିରପର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ଅନ୍ୟପକ୍ଷେ ଗୋଦାମ ମାଲିକ ସତ୍ୟନାରାୟଣ ଅଗ୍ରୱାଲ ଓରଫ ଗୁଲୁ ଘଟଣାସ୍ଥଳରୁ ଫେରାର ଥିବା ପୋଲିସ ସୂତ୍ରରୁ ପ୍ରକାଶ ମିଳିଛି । ଗୁଲୁଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଥିବାରୁ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବଲାଙ୍ଗୀର ଏସ୍‌ପି ମାଡକର ସନ୍ଦିପ ସମ୍ପତ ସୂଚନା ଦେଇଛନ୍ତି।ଲରମ୍ଭା ଥାନା ଲୁହାସିଂହା ଗ୍ରାମର ସତ୍ୟନାରାୟଣ ଅଗ୍ରୱାଲ ଓରଫ ଗୋଲୁଙ୍କ ଗୋଦାମ ଘରେ ବିପୁଳ ପରିମାଣର ଚୋରା କଫ ସିରପ ଗଚ୍ଛିତ ରଖାଯାଇଥିବା କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶକ୍ରମେ ଲରମ୍ଭା ଥାନାଧିକାରୀ ବିନୋଦ ବିହାରୀ ନାୟକ ଏବଂ ପାଟଣାଗଡ ଥାନାଧିକାରୀ କେ ପ୍ରିୟଙ୍କା ରାଉତରାୟଙ୍କୁ ନେଇ ପାଟଣାଗଡ ଉପଖଣ୍ଡୀୟ ପୋଲିସ ଅଧିକାରୀ ସୁରେଶ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଉକ୍ତ ଗୋଦାମ ଘରେ ଚଢଉ କରାଯାଇଥିଲା। ଗୋଦାମ ଘରଟି ବନ୍ଦ ରହିଥିବା ବେଳେ ତାକୁ ଖୋଲାଯିବା ପରେ ସେଠାରେ ବିପୁଳ ପରିମାଣର ଏସକଫ୍ କଫ ସିରଫ ଗଛିତ ଥିବା ପୋଲିସ ପାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୧୦୦ ପ୍ୟାକେଟ୍ କଫ ସିରଫକୁ ପୋଲିସ ଜବତ କରିଥିଲା। ପ୍ରତ୍ୟେକ ପ୍ୟାକେଟରେ ୧୦୦ ମିଲି ବିଶିଷ୍ଟ ୧୬୦ଟି ଲେଖାଏଁ ବୋତଲ ରହିଥିବା ବେଳେ ଏହାର ବିକ୍ରୟ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଉକ୍ତ କଫ ସିରଫ ଗୁଡିକର ବ୍ୟାଚ ନମ୍ବର ଜେଇସିଏଲ-୩୮୧ ରହିଥିବା ବେଳେ ତାହା ଗତ ଅକ୍ଟୋବର ମାସରେ ତିଆରି କରାଯାଇଥିବା କମ୍ପାନୀ ପକ୍ଷରୁ ଲେଖାଯାଇଛି। ତେବେ ସତ୍ୟନାରାୟଣକୁ କିଏ,କାହିଁକି ଏବଂ କିଭଳି ଏତେ ପରିମାଣର ନିଶାଯୁକ୍ତ ଔଷଧ ଯୋଗାଇ ଦେଲା ତାହା ଏକ ପ୍ରଶ୍ନବାଚୀ ହୋଇ ରହିଯାଇଛି।

Комментарии

Информация по комментариям в разработке

Похожие видео

  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей [email protected]