ମାନସିକ ଉଦ୍‌ବେଗ ରୋଗ କ'ଣ? | Dr Nidhi Garg on Anxiety Disorders: Causes, Symptoms & Treatment, in Odia

Описание к видео ମାନସିକ ଉଦ୍‌ବେଗ ରୋଗ କ'ଣ? | Dr Nidhi Garg on Anxiety Disorders: Causes, Symptoms & Treatment, in Odia

#Anxiety #DoctorAdvice #OdiaHealthTips

ଏଙ୍ଗଜାଇଟି ବା ମାନସିକ ଉଦବେଗ ରୋଗ। ଏହା ଏମିତି ଏକ ରୋଗ ଯେଉଁଥିରେ ରୋଗୀ ଅଧିକା ଚିନ୍ତା କରିଥାଏ। ଏହି ଚିନ୍ତା ଏତେ ବଢ଼ିଯାଇ ଥାଏ କି ଏହା ଦୈନିକ ଜୀବନରେ ଦଖଲ ଦିଏ। ଫଳରେ ରୋଗୀଠାରେ ଛାନିଆ ଓ ବ୍ୟସ୍ତତା ସବୁବେଳେ ଲାଗି ରହେ। ଆସନ୍ତୁ ବିଶିଷ୍ଟ ମନୋବିଜ୍ଞାନୀ ଡାକ୍ତର ନିଧି ଗର୍ଗଙ୍କ ଠାରୁ ମାନସିକ ଉଦବେଗ ରୋଗ ବା ଏଙ୍ଗଜାଇଟି ବିଷୟରେ ଅଧିକ ଜାଣିବା,

ଏହି ଭିଡିଓରେ ରହିଛି

ମାନସିକ ଉଦ୍‌ବେଗ ରୋଗ (ଏଙ୍ଗଜାଇଟି) କ'ଣ? (0:00)
ମାନସିକ ଉଦ୍‌ବେଗ ହେବାର କାରଣ (1:07)
ମାନସିକ ଉଦ୍‌ବେଗ ହେବାର ଲକ୍ଷଣ (2:43)
ମାନସିକ ଉଦ୍‌ବେଗ କେଉଁ ବୟସରେ ଅଧିକ ଦେଖାଯାଏ? (4:06)
ମାନସିକ ଉଦ୍‌ବେଗର ଚିକିତ୍ସା (5:19)
ଚିକିତ୍ସାର ସଫଳତା ହାର କେତେ? (5:56)
ମାନସିକ ଉଦ୍‌ବେଗର ନିରାକରଣ (6:55)
ମାନସିକ ରୋଗକୁ ଜାଣିବା ଦରକାର (8:37)
ପରିବାର ସଦସ୍ୟଙ୍କ ଭୂମିକା (9:34)

ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍‌ କରନ୍ତୁ: https://www.swasthya.plus/lets-find-o...

Anxiety is a common condition in which the emotions of fear and worry can take over everyday life. Anxiety disorders may lead to panic attacks as well. Let’s find out more about anxiety from psychologist Dr. Nidhi Garg.

In this video,

What is Anxiety?
Causes of Anxiety
Symptoms of Anxiety
Treatment of Anxiety
Managing Anxiety
The role of a family

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ।

Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

Комментарии

Информация по комментариям в разработке