ବାପାକଁର ଢୁଲ୍‌ର ପାରେ ଏତକି ସୁନ୍ଦର ସମଲେଇ ଭଜନ୍ ଗାଉଛନ୍ ଝାରସୁଗୁଡ଼ାର ଇ ଟୁକେଲ୍

Описание к видео ବାପାକଁର ଢୁଲ୍‌ର ପାରେ ଏତକି ସୁନ୍ଦର ସମଲେଇ ଭଜନ୍ ଗାଉଛନ୍ ଝାରସୁଗୁଡ଼ାର ଇ ଟୁକେଲ୍

ପୁରା ପରିବାରଟା ଗୁଟେ କଲାକାର ପରିବାର । ବାପା, ଛୁଆ ସଭେ ଜନେ ଜନେ କଲାକାର ଆନ୍ । କିଏ ଢୋଲ୍ ବଜଇକରି ମନ୍ ଘିନୁଛନ୍ ତ ଫେର୍ କିଏ ଗୀତ୍ ଗାଇକରି । ଝାରସୁଗୁଡାର ବନ୍ଧବାହାଲର ଇ କୁଟୁମ୍‌କେ ଦେଖଲେ ମନ୍ ଖୁସ୍ ହେଇଯିବା ଆରୁ ଇମାନକଁର ଗାନା ବାଜନା ଶୁନଲେ ମନ୍ ହେଠାନେ ହିଁ ରହିଯିବା । ସାଇକୃପା ତାକଁର ବାପାକଁର ସାଙ୍ଗେ କେନ୍ତା ସୁନ୍ଦର ଗୀତ୍ ଗାଉଛନ୍ ଦେଖୁନ୍ ଇ ଭିଡିଓନେ ।

Subscriber our channel, Follow our page and and stay connected with Awesome Videos!

Contact Us:- [email protected] If you finds your content in our videos!

Thanks & Regards
www.Paharaa.com
#ସମାଜ​ #ସଂସ୍କୃତି​ #ସମାଚାର

Комментарии

Информация по комментариям в разработке