`ଆଲୋଚନା ହୋଇଛି, ସଫଳ ହୋଇନି’ | Odisha Reporter

Описание к видео `ଆଲୋଚନା ହୋଇଛି, ସଫଳ ହୋଇନି’ | Odisha Reporter

ବିଏମସି ବୈଠକରେ ହଙ୍ଗାମା। ବିଏମସି କର୍ପୋରେସନ ବୈଠକରେ ଦେଖାଦେଇଛି ଅସନ୍ତୋଷ । ବୈଠକରେ ପ୍ରଶ୍ନ ପଚାରିବାକୁ ସୁଯୋଗ ନମିଳିବା ଓ ପ୍ରସଙ୍ଗ ଭିତ୍ତିକ ଆଲୋଚନା ହୋଇନପାରିବା ଅଭିଯୋଗ ନେଇ ବୈଠକ ତ୍ୟାଗ କରିଥିଲେ ବିଜେଡିର କିଛି କର୍ପୋରେଟର। ନିର୍ଦ୍ଦିଷ୍ଟ ଭାବେ କିଛି କର୍ପୋରେଟର ବୈଠକରେ ଅଶାନ୍ତି ତଥା ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ଆଣି କକ୍ଷ ବାହାରକୁ ଚାଲିଯାଇଥିଲେ। ପରେ ସେମାନଙ୍କୁ ବୁଝାସୁଝା କରି ବୈଠକକୁ ଅଣାଯାଇଥିଲା।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #bmc #meeting #odisha #news #ekamramla #babusingh #odishareporter

Комментарии

Информация по комментариям в разработке