Narsingh Mishra to JP Nadda: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କର ଉପରେ ବର୍ଷିଥିଲେ ନରସିଂହ ମିଶ୍ର

Описание к видео Narsingh Mishra to JP Nadda: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କର ଉପରେ ବର୍ଷିଥିଲେ ନରସିଂହ ମିଶ୍ର

ଓଡ଼ିଶାନେ ପୁହୁଞ୍ଚôଥିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ବିଜେପି ସରକାରଙ୍କର ସଫଲତା ଆର ବିରୋଧୀଙ୍କର ଉପରେ ବର୍ଷିଥିଲେ ନଡ୍ଡା । ବିଜେପିନେ ପରିବାରବାଦ ନାଇଁନ । ବିଜେପିନେ ନେତାଙ୍କର ପୁଓ ନେତା ନାଇଁ ହୁଏ । ବିଜେପିନେ ମାଟିର ପୁଓ ନେତା ହେଉଛନ୍ ବୋଲି କହିଥିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଆର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା । ଯାହାଙ୍କର ଏନ୍ତା ବୟାନକେ ନେଇ କରି ବର୍ଷିଥିଲେ ପୁରଖା କଂଗ୍ରେସ ନେତା ନରସିଂହ ମିଶ୍ର । ଜେ.ପି ନଡ୍ଡା ସ୍ୱାସ୍ଥ୍ୟମନ୍ତ୍ରୀ ଥିବାର ଲାଗି ପହେଲା ନିଜର ଆଖି ପରୀକ୍ଷା କରି ନେଉନ ବୋଲି କଟାକ୍ଷ କରିଥିଲେ ନରସିଂହ ।


For more such updates, please Like, Comment, and Share our videos and Subscribe to our YouTube channel.

Contacts:-
Mail- [email protected]
Facebook-   / paharaa24x7  
YouTube-    / paharaa24x7  
Instagram-   / paharaa24x7  
Twitter-   / paharaa24x7  
WhatsApp- 7205661076
Website- https://www.paharaa.com/

Thanks & Regards
www.Paharaa.com

#Odisha #Paharaa #JPNaddaSpeech #BJPvsCongress #NoDynastyPolitics #PoliticalClash #NarsinghMishraReply #OdishaPolitics #PoliticalDebate #BJPLeadership #FamilyPolitics #BJPAllegations

Комментарии

Информация по комментариям в разработке