ବଲେ ବଲେ ଢାବାର ମାଲିକାଣୀ ଏଲିନା !| Elina Das Is The Owner Of Bale Bale Dhaba | Jajpur|Odisha Reporter |

Описание к видео ବଲେ ବଲେ ଢାବାର ମାଲିକାଣୀ ଏଲିନା !| Elina Das Is The Owner Of Bale Bale Dhaba | Jajpur|Odisha Reporter |

ବଲେ ବଲେ ଢାବାକୁ ଚଳାଉଥିଲେ ବିଜେଡି ନେତ୍ରୀ ତଥା ଅଭିନେତ୍ରୀ ଏଲିନା ଦାସ। କିଛି ଦିନ ତଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ କାନ୍ଦୁଥିବାର ଏକ ଭିଡଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା। ପୁରା ଘଟଣାରେ ଏଲିନାଙ୍କ ସ୍ୱାମୀ ହିଁ ମୁଖ୍ୟ କାର୍ପେଟଦାର ଥିଲେ। ଧର୍ମଶାଳାର ତତ୍କାଳୀନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ହାତରେ ରଖି ଢାବା ଚଲେଇବାର ଦାୟିତ୍ୱ ନେଇଥିଲେ। ତେବେ ଏଲିନା ଦାସ ଧର୍ମଶାଳା ଅଞ୍ଚଳର ଲୋକ ନୁହନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #balleballedhaba #elinadash #jajpur #Dharmasala #Dhabaissue

Комментарии

Информация по комментариям в разработке