ହେପାଟାଇଟିସ୍‌ କ’ଣ – ଏହାର ଲକ୍ଷଣ, ଚିକିତ୍ସା । Dr Ashok Choudhury on Hepatitis in Odia

Описание к видео ହେପାଟାଇଟିସ୍‌ କ’ଣ – ଏହାର ଲକ୍ଷଣ, ଚିକିତ୍ସା । Dr Ashok Choudhury on Hepatitis in Odia

#WorldHepatitisDay #OdiaHealthTips #DoctorAdvice

ହେପାଟାଇଟିସ୍‌ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୮ରେ ବିଶ୍ୱ ହେପାଟାଇଟିସ୍‍ ଦିବସ ଭାବେ ପାଳନ କରାଯାଉଛି। ଏହି ରୋଗର ଲକ୍ଷଣ, ପରୀକ୍ଷଣ ଏବଂ ନିରାକରଣ ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ହେପାଟାଇଟିସ୍‍ ଦିବସ ପାଳନ କରାଯାଏ।

ଭାରତରେ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ହେପାଟାଇଟିସ୍ ଅନ୍ୟତମ। ଏହା ଲିଭର ବା ଯକୃତରେ ହେଉଥିବା ଏକପ୍ରକାର ସଂକ୍ରମଣ ଯାହାକି ହେପାଟାଇଟିସ୍ ଭାଇରସ ଯୋଗୁଁ ହୋଇଥାଏ। ଭାଇରସ ସଂକ୍ରମଣ ଯୋଗୁଁ ହୋଇଥିବା ହେପାଟାଇଟିସ୍‌ ଫିବ୍ରୋସିସ କିମ୍ବା ଯକୃତ କର୍କଟ ଭଳି ଗୁରୁତର ରୋଗର ରୂପ ନେଇପାରେ। ତେବେ ହେପାଟାଇଟିସ୍‌ ରୋଗର କାରଣ ଓ ଏହାର ଭୟାବହତା ବିଷୟରେ ବିଶିଷ୍ଟ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଅଶୋକ ଚୌଧୁରୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ଏହି ଭିଡିଓରେ ରହିଛି,

ହେପାଟାଇଟିସ୍ କ’ଣ? (0:00)
ହେପାଟାଇଟିସ୍‌ର ପ୍ରକାର କ’ଣ? (0:59)
ହେପାଟାଇଟିସ୍‌ର କାରଣ (2:17)
ହେପାଟାଇଟିସ୍‌ର ଲକ୍ଷଣ (4:22)
ହେପାଟାଇଟିସ୍‌ର ଜଟିଳତା (5:58)
ହେପାଟାଇଟିସ୍‌ର ଚିକିତ୍ସା (8:20)
ହେପାଟାଇଟିସ୍‌କୁ ରୋକିବେ କିପରି? (11:12)
ହେପାଟାଇଟିସ୍ ଟିକା ନିଶ୍ଚୟ ନିଅନ୍ତୁ (12:42)

World Hepatitis Day is observed each year on 28 July to raise awareness of viral hepatitis, an inflammation of the liver that causes severe liver disease and hepatocellular cancer. This year’s theme is “Hepatitis can’t wait”.

Hepatitis refers to an inflammatory condition of the liver. It’s commonly caused by a viral infection, but there are other possible causes of hepatitis. Let's know from Dr Ashok Choudhury, a Hepatologist.

In this Video,

What is Hepatitis? (0:00)
Type of Hepatitis (0:59)
Causes of Hepatitis (2:17)
Symptoms of Hepatitis (4:22)
Complications of Hepatitis (5:58)
Treatment of Hepatitis (8:20)
Prevention of Hepatitis (11:12)
Must be vaccinated against Hepatitis (12:42)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Комментарии

Информация по комментариям в разработке