ରାଜମହଲ ଛକରେ ହାଇଡ୍ରାମା, ଯୁବତୀ ଏବଂ ଯୁବକଙ୍କ ମଧ୍ୟରେ ଟଣାଓଟରା | NandighoshaTV

Описание к видео ରାଜମହଲ ଛକରେ ହାଇଡ୍ରାମା, ଯୁବତୀ ଏବଂ ଯୁବକଙ୍କ ମଧ୍ୟରେ ଟଣାଓଟରା | NandighoshaTV

#bhubaneswar #odisha #nandighoshatv
ରାଜମହଲ ଛକରେ ହାଇଡ୍ରାମା । ଯୁବତୀ ଏବଂ ଯୁବକଙ୍କ ମଧ୍ୟରେ ଟଣାଓଟରା । ସାଧା ପୋଷାକରେ କୁଖ୍ୟାତ ଲୁଟେରାକୁ ମାଡିବସିଲା ପୋଲିସ । ଅପହରଣ କରାଯାଉଥିବା ପାଟିକରିଲେ ଯୁବତୀ । ୨୦ ମିନିଟ ଧରି ଚାଲିଲା ଧସ୍ତାଧସ୍ତି । ହାଇଡ୍ରାମା ଦେଖିବାକୁ ଲୋକଙ୍କ ଭିଡ଼ । ଟେକି ନେଇଗଲେ ସ୍ପେଶାଲ ସ୍କ୍ବାର୍ଡ । ଯୁବକ ଜଣକ ଷ୍ଟେସନ ଅଞ୍ଚଳରେ ଲୁଟ୍ ଏବଂ ଅପରାଧିକ କାର୍ଯ୍ୟକରୁଥିବା ସୂଚନା ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.

Visit Our Website: http://nandighoshatv.com/
Watch Live: http://nandighoshatv.com/live/
YouTube:    / nandighoshatv  
Facebook:   / nandighoshatv  
Twitter:   / nandighoshatv  
Instagram:   / nandighoshatv  


Nandighosha TV Is Available On Following DTH Channels

* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Комментарии

Информация по комментариям в разработке