Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть ନୀଳମାଧବ ଦିବ୍ୟ ଦର୍ଶନ । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ। ଜୟ ଜଗନ୍ନାଥ

  • Jay Jagannath
  • 2019-01-03
  • 217373
ନୀଳମାଧବ ଦିବ୍ୟ ଦର୍ଶନ । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ। ଜୟ ଜଗନ୍ନାଥ
  • ok logo

Скачать ନୀଳମାଧବ ଦିବ୍ୟ ଦର୍ଶନ । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ। ଜୟ ଜଗନ୍ନାଥ бесплатно в качестве 4к (2к / 1080p)

У нас вы можете скачать бесплатно ନୀଳମାଧବ ଦିବ୍ୟ ଦର୍ଶନ । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ। ଜୟ ଜଗନ୍ନାଥ или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку ନୀଳମାଧବ ଦିବ୍ୟ ଦର୍ଶନ । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ। ଜୟ ଜଗନ୍ନାଥ бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео ନୀଳମାଧବ ଦିବ୍ୟ ଦର୍ଶନ । ଶ୍ରୀ ଜଗନ୍ନାଥଙ୍କ ପ୍ରବଚନ । ପ୍ରବକ୍ତା ସତ୍ୟାନନ୍ଦ ଦାସ। ଜୟ ଜଗନ୍ନାଥ

ପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱ ତଥା ଆମ ଓଡ଼ିଆ ମାନଙ୍କର ପୂଜ୍ୟ ଦେବତା I କାହିଁ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଆମ ଓଡିଶା ମାଟିର ପୁରୀ ଧାମରେ I ସମଗ୍ର ଜାତି, ଧର୍ମ, ଓ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନ ସିଂହାସନ ଉପରେ ବିଜେ କରି ତାଙ୍କ ଭକ୍ତ ମାନଙ୍କର ସମସ୍ତ ଦୁଃଖ ଓ କଷ୍ଟ ହରି, ନିଜର ଭକ୍ତି ଆଶିଷ ପ୍ରଦାନ କରିଆସୁଅଛନ୍ତି I ଯେପରି ବଡ ତାଙ୍କ ହୃଦୟ ସେହିପରି, ବଡ ତାଙ୍କ ଦେଉଳ, ବଡ ତାଙ୍କ ସଂସ୍କୃତି, ବଡ ତାଙ୍କ ଏଇତିହ, ଓ ବଡ ତାଙ୍କ ପରମ୍ପରା I ସେଇ ବଡ ଠାକୁର, କାଳିଆ ଠାକୁର, ଚକାନୟନ, ଶଙ୍ଖ ନୟନ, ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ଅନୁଗ୍ରହରେ, ତାଙ୍କ ଅନନ୍ୟ ମହିମାରେ ସୁଗନ୍ଧ ସମଗ୍ର ବିଶ୍ୱ ଜଗତରେ ପହଁଚାଇବା ପାଇଁ ସମସ୍ତ ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କୁ ଭେଟି ଦେଉଛୁ ଏକ ଭକ୍ତି ଭରା ଉପହାର "ଜୟ ଜଗନ୍ନାଥ" I

"Pabitra Entertainment" ଭେଟି ଦେଉଛି ଶ୍ରୀ ଜଗନ୍ନାଥଙ୍କ ଭକ୍ତି ରସରେ ପୂର୍ଣ୍ଣ ଏକ ସମ୍ପୂର୍ଣ୍ଣ ନୂତନ ଚ୍ୟାନେଲ "ଜୟ ଜଗନ୍ନାଥ"

✽ ଭେଟି ଦେଉଛୁ ପ୍ରବକ୍ତା ସତ୍ୟାନନ୍ଦ ଦାସଙ୍କ ଓଡ଼ିଆ ପ୍ରବଚନ "ନୀଳମାଧବ ଦିବ୍ୟ ଦର୍ଶନ" ✽
✽ ତେବେ ଆସନ୍ତୁ ଶୁଣିନେବା "ନୀଳମାଧବ ଦିବ୍ୟ ଦର୍ଶନ" ପ୍ରବଚନଟିକୁ I
✽ ଯଦି ଏହି ଗୀତଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଏହି ଭିଡ଼ିଓଟିକୁ Like ଓ Share କରିବା ସହିତ ଆମ Channel "Jay Jagannath" କୁ Subscribe କରନ୍ତୁ। ଏଥିସହିତ ଆମ Channel ସମ୍ବନ୍ଧୀୟ ସମସ୍ତ Update ପାଇବା ପାଇଁ Bell Button ଟିକୁ Press କରନ୍ତୁ।
✽II Please Like, Share & Subscribe " Jay Jagannath " II✽
✽II Click Here To Subscribe:    / @jayjagannath   II✽

✽II Nilamadhaba Dibya Darshana II✽
✽II Shree Jagannathanka Prabachana II✽
✽II Presented By Jay Jagannath II✽

✽II Video Credits II✽

✽ Prabakta- Satyananda Das
✽ Produced By: Pabitra Entertainment
✽ Edited By: Pritiranjan Parija
✽ Design By: Sneharanjan Sahoo
✽ Radio Partner- Odisha Radio
✽ Digital Partner- E Halchal
✽ Upload, Description & Published By: Somnath Mohapatra
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
#JayJagannath #Prabachan #PabitraEntertainment
♪ Enjoy and stay connected with us!! ♪
✽ Mail Id: [email protected]
✽ Whatsapp Us:+919937173456/+919437273456
✽ Phone: 06712973456/06712430595
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
✽All Copyright Reserved By Pabitra Entertainment. Any Misuse,Reuse, Unauthorized Use, Re Upload Of The Content May Subject To Copyright Claim Against The Third Party ✽

Комментарии

Информация по комментариям в разработке

Похожие видео

  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей [email protected]