Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть ମା ଶ୍ରୀକ୍ଷେତ୍ର ପୀଠାଧିଶ୍ଵରୀ ବିମଳାଙ୍କ ଉତ୍ପତ୍ତି କିପରି ଆସନ୍ତୁ ଜାଣିବା । || Bimalamba ||

  • Sankhakhyetra Darshan
  • 2025-09-19
  • 1916
ମା ଶ୍ରୀକ୍ଷେତ୍ର ପୀଠାଧିଶ୍ଵରୀ ବିମଳାଙ୍କ ଉତ୍ପତ୍ତି କିପରି ଆସନ୍ତୁ ଜାଣିବା । || Bimalamba ||
  • ok logo

Скачать ମା ଶ୍ରୀକ୍ଷେତ୍ର ପୀଠାଧିଶ୍ଵରୀ ବିମଳାଙ୍କ ଉତ୍ପତ୍ତି କିପରି ଆସନ୍ତୁ ଜାଣିବା । || Bimalamba || бесплатно в качестве 4к (2к / 1080p)

У нас вы можете скачать бесплатно ମା ଶ୍ରୀକ୍ଷେତ୍ର ପୀଠାଧିଶ୍ଵରୀ ବିମଳାଙ୍କ ଉତ୍ପତ୍ତି କିପରି ଆସନ୍ତୁ ଜାଣିବା । || Bimalamba || или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку ମା ଶ୍ରୀକ୍ଷେତ୍ର ପୀଠାଧିଶ୍ଵରୀ ବିମଳାଙ୍କ ଉତ୍ପତ୍ତି କିପରି ଆସନ୍ତୁ ଜାଣିବା । || Bimalamba || бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео ମା ଶ୍ରୀକ୍ଷେତ୍ର ପୀଠାଧିଶ୍ଵରୀ ବିମଳାଙ୍କ ଉତ୍ପତ୍ତି କିପରି ଆସନ୍ତୁ ଜାଣିବା । || Bimalamba ||

#ଜୟ_ଜଗନ୍ନାଥ #maabimala #khyetradhiswari #saktipeeth#ଓଡ଼ିଶାର_ଅଷ୍ଟ_ଶକ୍ତିପୀଠ (ପ୍ରଥମ ଭାଗ)#ମା ବିମଳା
ଝଙ୍କଡ଼ରେ ମା ଶାରଳା ଅଷ୍ଟଚଣ୍ଡୀ ମାନଙ୍କ ମଧ୍ୟରୁ ହେଉଛନ୍ତି ଅନ୍ୟତମ!!
ଶକ୍ତି ପୂଜାର ପରମ୍ପରା ଆମ ଦେଶରେ ଯୁଗ ଯୁଗ ଧରି ଚଳି ଆସୁଅଛି। ଏହାର କାଳ ନିର୍ଣ୍ଣୟ କରିବା କଦାପି ସହଜସାଧ୍ୟ ନୁହେଁ। ଓଡ଼ିଶାର ଆଠଗୋଟି ଶକ୍ତି ପୀଠ ମୁଖ୍ୟ। ଶକ୍ତି ପୂଜାର ପ୍ରାଚୀନ ପରମ୍ପରା ଯୁଗଯୁଗ ଧରି ଓଡ଼ିଶାବାସୀଙ୍କୁ ପ୍ରେରଣା ଦେଇ ଆସିଛି। ସେମାନେ ବିପଦ ଆପଦରେ ମାତୃଶକ୍ତିର କରୁଣା ନିମନ୍ତେ ଆବାହନ କରି ଆସିଛନ୍ତି। କିନ୍ତୁ ଦୁର୍ଗା ପୂଜାର ପରମ୍ପରା ସବୁଠାରୁ ଭିନ୍ନ। ଏହି ପ୍ରକାର ଦେବୀ ପୂଜା ସଂପୂର୍ଣ୍ଣ ରୂପେ ମୌଳିକ। ଦେବୀଙ୍କର ପୂଜା ଓ ଆବାହନ କଳସ ମଧ୍ୟରେ ହୁଏ। ଏହି ପୀଠ ଗୁଡ଼ିକରେ ଚଣ୍ଡୀଙ୍କର ବିଗ୍ରହ ପୂଜା ପାଉଛନ୍ତି।

ବାଣପୁରେ ଭଗବତୀ ଶ୍ରୀକ୍ଷେତ୍ରେ ବିମଳା
କାକଟପୁରେ ରହିଲୁ ନାମ ତୋ ମଙ୍ଗଳା।
ଝଙ୍କଡେ ଶାରଳା ନାମ, ଅଟଇ ତୋହର
ବିରଜାଇ ନାମେ ବିଜେ କରୁ ଯାଜପୁର।
ବାଙ୍କୀରେ ନାମ ତୋହର ଅଟେ ଚର୍ଚ୍ଚିକାଇ
ସମ୍ବଲପୁରରେ ନାମ ବହିଲୁ ସମଲାଇ।
ତାଳଚେରରେ ହେଙ୍ଗୁଳା ନାମ ତୋର ମାଆ
ଏହିଭଳି ଉତ୍କଳରେ ଶକ୍ତିପୀଠ ଆଠ ନାଆଁ।

ମଙ୍ଗଳଚଣ୍ଡିଆ ମାନେ ଏଭଳି ଗୀତ ଗାଁ ଗାଁରେ ବୁଲି ଗାଇଥାନ୍ତି। ଏହା ବ୍ୟତୀତ ସାରଳା ଦାସ ମଧ୍ୟ ଅଷ୍ଟତନ୍ତ୍ର ପୀଠ କଥା ଉଲ୍ଲେଖ କରିଛନ୍ତି-

ଝଙ୍କଡେ ରହିଲୁ ମା’ଗୋ ଶାରଳା ନାମ ବହି
କାକଟପୁରେ ରହିଲୁ ମା’ଗୋ ମଙ୍ଗଳା ବୋଲାଇ
କୋଣାରକେ ରହିଲୁ ମା'ଗୋ ଅଭୟା ରାମଚଣ୍ଡୀ
ପୁରୁଷୋତ୍ତମେ ରହିଲୁ ବିମଳା ବୋଲାଇ
ବାଙ୍କୀରେ ରହିଲୁ ମା’ଗୋ ଚର୍ଚ୍ଚିକା ନାମ ବହି।
ଯାଜପୁରେ ରହିଲୁ ବିରଜା କାକଟପୁରେ ମଙ୍ଗଳା
ପଶ୍ଚିମ ଦିଗେ ରହିଲୁ ବୋଲାଇ ହେଙ୍ଗୁଳା।
ଭୁବନେଶ୍ବରରେ ରହିଲୁ ନାମ ତୋ ଗଉରୀ।

ଏ ଦୃଷ୍ଟିରୁ ଝଙ୍କଡର ଶାରଳା, କାକଟପୁରର ମଙ୍ଗଳା, କୋଣାର୍କର ରାମଚଣ୍ଡୀ, ପୁରୀର ବିମଳା,ବାଙ୍କୀର ଚର୍ଚ୍ଚିକା, ଯାଜପୁରର ବିରଜା, ପଶ୍ଚିମ (ତାଳଚେର)ର ହେଙ୍ଗୁଳା ଓ ଭୁବନେଶ୍ୱରର ଗୌରୀ ହେଉଛନ୍ତି ଅଷ୍ଟତନ୍ତ୍ର ପୀଠର ଅଷ୍ଟଦେବୀ। ଏହି ଅଷ୍ଟଚଣ୍ଡୀ ପରମ ବୈଷ୍ଣବୀ ଓ ସେମାନେ ହାତରେ ଜପମାଳା ଧାରଣ କରିଛନ୍ତି। ଦୁର୍ଗାପୂଜା ଅବସରରେ ଖଣ୍ଡାୟତର ଖଣ୍ଡା, ନାପିତର କ୍ଷୁର, ନହୁରୁଣୀ, କରଣର ଲେଖନୀ, କମାର ବଢେଇଙ୍କ ଉପକରଣ ତଥା ଅନ୍ୟ ଜାତିମାନଙ୍କର କୌଳିକ ବୃତ୍ତି ଅନୁସାରେ ନିଜ ନିଜର ଉପକରଣ ଗୁଡିକୁ କଳସ ନିକଟରେ ସ୍ଥାପନ କରିଥାନ୍ତି। ବୃତ୍ତିଗତ ବ୍ୟବସାୟର ଉତ୍ତରୋତ୍ତର ଅଭିବୃଦ୍ଧି ପାଇଁ ଦେବୀଙ୍କ ନିକଟରେ କାମନା କରିଥାନ୍ତି।
#sankhakhyetradarshan #shreejagannathdham #Utlala #Odisha #Culture #odiaadyatmikakatha #ShreeMandira #PuriDham #Viralvedio #SriJagannathDham #SharadiyaNavratri #Bimala #maabimala #Bimalasaktipeeth #DurgaPuja2025 #ashtashakti #Ashtashaktipeetha #trendingnow #MaaSarala

Комментарии

Информация по комментариям в разработке

Похожие видео

  • Maa Bimala 2 | Dhama Madhuri 17 | ଶ୍ରୀମନ୍ଦିରରେ ମା' ବିମଳାଙ୍କ ମହିମା ୨ | Dr. Ashutosh Prasad Mishra
    Maa Bimala 2 | Dhama Madhuri 17 | ଶ୍ରୀମନ୍ଦିରରେ ମା' ବିମଳାଙ୍କ ମହିମା ୨ | Dr. Ashutosh Prasad Mishra
    3 года назад
  • ଚନ୍ଦ୍ର ଗ୍ରହଣରେ ଏହି ୨ରାଶି ରୁହନ୍ତୁ ସାବଧାନ,ହୋଇପାରେ କିଛି ଅନିଷ୍ଟ!Be careful during lunar eclipse
    ଚନ୍ଦ୍ର ଗ୍ରହଣରେ ଏହି ୨ରାଶି ରୁହନ୍ତୁ ସାବଧାନ,ହୋଇପାରେ କିଛି ଅନିଷ୍ଟ!Be careful during lunar eclipse
    5 дней назад
  • ଏଥର ଚନ୍ଦ୍ର ଗ୍ରହଣରେ କିପରି ହେବ ଦେବନୀତି ବା ପୂଜା କର୍ମ ?
    ଏଥର ଚନ୍ଦ୍ର ଗ୍ରହଣରେ କିପରି ହେବ ଦେବନୀତି ବା ପୂଜା କର୍ମ ?
  • ଗଜପତି ମହାରାଜ କେମିତି ହେଲେ ମୁସଲମାନ ?| Patitapaban | Srijagannatha | Rajaram Satapathy | News Room
    ଗଜପତି ମହାରାଜ କେମିତି ହେଲେ ମୁସଲମାନ ?| Patitapaban | Srijagannatha | Rajaram Satapathy | News Room
    7 месяцев назад
  • ଓଡ଼ିଶାରେ ଅଷ୍ଟ ଶକ୍ତି ମଧ୍ୟରେ ମା ମଙ୍ଗଳା  (ପଞ୍ଚମ ଶକ୍ତି ପୀଠ )। ମଙ୍ଗଳାଙ୍କ ଉତ୍ପତ୍ତି କିପରି ? #maamangala
    ଓଡ଼ିଶାରେ ଅଷ୍ଟ ଶକ୍ତି ମଧ୍ୟରେ ମା ମଙ୍ଗଳା (ପଞ୍ଚମ ଶକ୍ତି ପୀଠ )। ମଙ୍ଗଳାଙ୍କ ଉତ୍ପତ୍ତି କିପରି ? #maamangala
    5 месяцев назад
  • 🔴 СРОЧНО МЕСТЬ ИРАНА: УДАРЫ ПО ДУБАЮ, КУВЕЙТУ, БАХРЕЙНУ #новости #одиндень
    🔴 СРОЧНО МЕСТЬ ИРАНА: УДАРЫ ПО ДУБАЮ, КУВЕЙТУ, БАХРЕЙНУ #новости #одиндень
    4 часа назад
  • ୮୪ ଲକ୍ଷ ଯୋନି କଣ ? ଜୀଵ କେଉଁ ଯୋନିରେ ତପସ୍ୟା କରି ମଣିଷ ଜନ୍ମ ପାଇଲା ? @BipiniBihariSamal । Pravachan ।
    ୮୪ ଲକ୍ଷ ଯୋନି କଣ ? ଜୀଵ କେଉଁ ଯୋନିରେ ତପସ୍ୟା କରି ମଣିଷ ଜନ୍ମ ପାଇଲା ? @BipiniBihariSamal । Pravachan ।
    2 года назад
  • ⚡️ Гиперзвуковой удар по военным США || Армию призвали капитулировать
    ⚡️ Гиперзвуковой удар по военным США || Армию призвали капитулировать
    7 часов назад
  • ಎಚ್‌ಎಸ್‌ಆರ್ ಲೇಔಟ್ ಹತ್ತಿರದ ಶ್ರೀ ಜಗನ್ನಾಥ ಸ್ವಾಮಿ ದೇವಾಲಯ|Jagannatha Swamy Temple Jagannatha Swamy Temple
    ಎಚ್‌ಎಸ್‌ಆರ್ ಲೇಔಟ್ ಹತ್ತಿರದ ಶ್ರೀ ಜಗನ್ನಾಥ ಸ್ವಾಮಿ ದೇವಾಲಯ|Jagannatha Swamy Temple Jagannatha Swamy Temple
    13 дней назад
  • Maa Bimala 1 | Dhama Madhuri 16 | ଶ୍ରୀମନ୍ଦିରରେ ମା' ବିମଳାଙ୍କ ମହିମା ୧ | Dr. Ashutosh Prasad Mishra
    Maa Bimala 1 | Dhama Madhuri 16 | ଶ୍ରୀମନ୍ଦିରରେ ମା' ବିମଳାଙ୍କ ମହିମା ୧ | Dr. Ashutosh Prasad Mishra
    3 года назад
  • କାଶୀ ପଣ୍ଡିତଙ୍କ ପଣ୍ଡିତ ପଣିଆ ହଜିଗଲା ପୁରୀ ବଡ଼ଦାଣ୍ଡରେ | Jagannath Mahima | Shakti Shankar Mishra
    କାଶୀ ପଣ୍ଡିତଙ୍କ ପଣ୍ଡିତ ପଣିଆ ହଜିଗଲା ପୁରୀ ବଡ଼ଦାଣ୍ଡରେ | Jagannath Mahima | Shakti Shankar Mishra
    1 год назад
  • ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ
    ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ
    3 года назад
  • Начало большой войны / Ликвидация главнокомандующего армией
    Начало большой войны / Ликвидация главнокомандующего армией
    7 часов назад
  • ଏଇ ଭିଡ଼ିଓ ରେ ମୋ ଜଗାର ସ୍ୱରକୁ ଶୁଣନ୍ତୁ.....କାନ ପବିତ୍ର ହେଇଯିବ.....# ପୁରୀ ବଡ଼ପଣ୍ଡା🙏🙏🙏
    ଏଇ ଭିଡ଼ିଓ ରେ ମୋ ଜଗାର ସ୍ୱରକୁ ଶୁଣନ୍ତୁ.....କାନ ପବିତ୍ର ହେଇଯିବ.....# ପୁରୀ ବଡ଼ପଣ୍ଡା🙏🙏🙏
    1 год назад
  • Rashtragarv | Sushant Sinha: सनातनी इंजीनियरिंग का कमाल...पहाड़ दे रहा गवाही!ellora | Kailash Temple
    Rashtragarv | Sushant Sinha: सनातनी इंजीनियरिंग का कमाल...पहाड़ दे रहा गवाही!ellora | Kailash Temple
    2 дня назад
  • କେଉଁ ପୁଅ ମା'ର ବାହାଘର ଦେଖିଲା ? | Badalokanka Piladina | EP 2 | Real Story | Prarthana Life
    କେଉଁ ପୁଅ ମା'ର ବାହାଘର ଦେଖିଲା ? | Badalokanka Piladina | EP 2 | Real Story | Prarthana Life
    9 месяцев назад
  • ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସ୍କନ୍ଧ-୪, ଅଧ୍ୟାୟ-୧ | Jay Jagannath TV
    ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସ୍କନ୍ଧ-୪, ଅଧ୍ୟାୟ-୧ | Jay Jagannath TV
    2 недели назад
  • Maa Bhaiabi | Dasa Mahavidya 5 | Devi Mahima 32 | Dr. Ashutosh Prasad Mishra | Maa Siddha Bhairabi
    Maa Bhaiabi | Dasa Mahavidya 5 | Devi Mahima 32 | Dr. Ashutosh Prasad Mishra | Maa Siddha Bhairabi
    5 месяцев назад
  • ଅଲୌକିକ ଅନୁଭୂତି, ଜଗନ୍ନାଥ ତାଙ୍କ ବାହାଘର ଭୋଜିରେ ମୋତେ ନିମନ୍ତ୍ରଣ କଲେ (213)ଡକ୍ଟର ବିବୁଧରଞ୍ଜନ
    ଅଲୌକିକ ଅନୁଭୂତି, ଜଗନ୍ନାଥ ତାଙ୍କ ବାହାଘର ଭୋଜିରେ ମୋତେ ନିମନ୍ତ୍ରଣ କଲେ (213)ଡକ୍ଟର ବିବୁଧରଞ୍ଜନ
    1 год назад
  • РЕЖИМ ТРЕЩИТ ПО ШВАМ | ГЛАВАРИ ИРАНА ЛИКВИДИРОВАНЫ | МОЩНЫЕ УДАРЫ ПО ИРАНУ
    РЕЖИМ ТРЕЩИТ ПО ШВАМ | ГЛАВАРИ ИРАНА ЛИКВИДИРОВАНЫ | МОЩНЫЕ УДАРЫ ПО ИРАНУ
    4 часа назад
  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей video2contact@gmail.com