He Biswa Bandita Mo Bharat Mata Karaoke With Lyrics ||Karaoke Track || Kumkum Biswas Official ||

Описание к видео He Biswa Bandita Mo Bharat Mata Karaoke With Lyrics ||Karaoke Track || Kumkum Biswas Official ||

He Biswa Bandita Mo Bharat Mata Karaoke With Lyrics ||Karaoke Track || Kumkum Biswas Official ||

Song **He Biswa Bandita Mo Bharat Mata
(karaoke With Lyrics)
Lyrics ** Debendra Bagdeo
Music ** Santosh Kumar Bagdeo

Hebiswabanditamobharatmatakaraokewithlyrics#kraoketrack#kumkumbiswas#kumkumbiswasofficial#

ହେ ବିଶ୍ଵବନ୍ଦିତା ମୋ ଭାରତ ମାତା
~~~~~~~••••••~~~~~~~

ହେ ବିଶ୍ଵବନ୍ଦିତା ମୋ ଭାରତ ମାତା
ତୋହରି କୋଳେ ମା ନେଲୁ ଜନମ (2)
ଏ ଛାତି ଗରବେ ଫୁଲିଉଠେ ଆଜି (2)
ତେରି ପ୍ୟାର୍ ମିଲା ଜନମ୍ ଜନମ୍
ବନ୍ଦେ ମାତରଂ.....
ବନ୍ଦେ ମାତରଂ....

ହିମ ଗିରିରାଜ ମୁକୁଟ ତୋହର
ସବୁଜ ବନାନୀ ଦେହେ
ନୀଳ ସାଗରର ନୀଳ ଜଳରାଶି
ଚରଣ ନିଇତି ଧୁଏ
ବନ୍ଦେ ମାତରଂ....
ଗଙ୍ଗା ଯମୁନାର ପବିତ୍ର ପରସ
ନାସଇ ପାତକ ଯେତେ
ଜଗତ ଠାକୁର ଶ୍ରୀ ଜଗନ୍ନାଥ ମୋ
ଭକତ ଉଦ୍ଧାରି କେତେ
ଆନନ୍ଦର ଅଶ୍ରୁ ଝରିପଡେ ଆଜି (2)
ଗା ରହେ ହମ୍ ତେରେ ନାମ୍
ବନ୍ଦେ ମାତରଂ....

ଗାନ୍ଧୀ ଗୋପବନ୍ଧୁ ଆଜି ବି ଅମର
ହୋଇଲେ ଜାତିର ପିତା
ଥିଲା ସେ ବାଜିଆ ଦେଶ ପାଇଁ ଦିନେ
ନୁଆଁଇ ନଥିଲା ମଥା
ବନ୍ଦେ ମାତରଂ...
କୋଣାର୍କ ମନ୍ଦିର ଶ୍ରୁତିଭିଜା ସେଇ
ବିଶୁ ମହାରଣା କଥା
ଧରମା ରଖିଲା ବାରଶହ ମଥା
ଶୁଣିଲେ ଲାଗଇ ଚିନ୍ତା
ଧନ୍ୟ ଧନ୍ୟ ମାଆ ମଥା ନୁଏଁ ଆଜି(2)
ମାଆ ତେରେ ଚରନୋକୋ ସଲାମ୍
ବନ୍ଦେ ମାତରଂ....
ବନ୍ଦେ ମାତରଂ.....

Комментарии

Информация по комментариям в разработке