Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть ଗଣେଶ ବିସର୍ଜନରେ ନାଚିଲା ଝିଅ, ଗାଳିକଲେ ବାପା – ଜୀବନ ହାରିଦେଲା ଝିଅ

  • Samaja Live
  • 2025-09-02
  • 37225
ଗଣେଶ ବିସର୍ଜନରେ ନାଚିଲା ଝିଅ, ଗାଳିକଲେ ବାପା – ଜୀବନ ହାରିଦେଲା ଝିଅ
  • ok logo

Скачать ଗଣେଶ ବିସର୍ଜନରେ ନାଚିଲା ଝିଅ, ଗାଳିକଲେ ବାପା – ଜୀବନ ହାରିଦେଲା ଝିଅ бесплатно в качестве 4к (2к / 1080p)

У нас вы можете скачать бесплатно ଗଣେଶ ବିସର୍ଜନରେ ନାଚିଲା ଝିଅ, ଗାଳିକଲେ ବାପା – ଜୀବନ ହାରିଦେଲା ଝିଅ или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку ଗଣେଶ ବିସର୍ଜନରେ ନାଚିଲା ଝିଅ, ଗାଳିକଲେ ବାପା – ଜୀବନ ହାରିଦେଲା ଝିଅ бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео ଗଣେଶ ବିସର୍ଜନରେ ନାଚିଲା ଝିଅ, ଗାଳିକଲେ ବାପା – ଜୀବନ ହାରିଦେଲା ଝିଅ

#GaneshBhasaani #Odisha #samajalive
ଗଣେଶ ପୂଜା ବିସର୍ଜନ ଶୋଭାଯାତ୍ରାରେ ଝିଅ ଅନ୍ୟମାନଙ୍କ ସହ ମିଶି ନାଚିବାକୁ ନେଇ ବାପା ରାଗି ଯାଇଥିଲେ। ଏନେଇ ସେ ଗାଳି କରିବାରୁ ଝିଅ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପରି ଏକ ଘଟଣା ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଝାଙ୍କ୍ରିପାଲି ଗାଁରେ ଘଟିଯାଇଛି।
ସୂଚନାଯୋଗ୍ୟ, ଝାଙ୍କ୍ରିପାଲି ମାଝିପଡ଼ାର ଗଣେଶ ପୂଜା ବିସର୍ଜନ ଶୋଭାଯାତ୍ରା ରବିବାର ସନ୍ଧ୍ୟାରେ ଆୟୋଜିତ ହୋଇଥିଲା। ଶୋଭାଯାତ୍ରାରେ ପଡ଼ାର ବହୁ ପୁଅ ଝିଅ ସାମିଲ ହୋଇ ନାଚିଥିଲେ। ଗ୍ରାମର ନାରାୟଣ ମାଝୀଙ୍କ ଝିଅ ଦୀପାଞ୍ଜଳି ମାଝୀ(୧୯) ମଧ୍ୟ ସାମିଲ ହୋଇ ଅନ୍ୟ ଝିଅମାନଙ୍କ ସହିତ ଶୋଭାଯାତ୍ରାରେ ବାଦ୍ୟର ତାଳ ତାଳେ ନୃତ୍ୟ କରିଥିଲେ। ବିସର୍ଜନ ସାରି ଦୀପାଞ୍ଜଳି ଘରକୁ ଫେରିବା ପରେ ତାଙ୍କର ବାପା ନାରାୟଣ ତୁ କାହିଁକି ଶୋଭାଯାତ୍ରାରେ ଯାଇ ନାଚିଲୁ ବୋଲି ଝିଅ ଦୀପାଞ୍ଜଳିକୁ ପଚାରିଥିଲେ। ଗାଁ ଦାଣ୍ଡରେ ନାଚି ମୋର ଇଜ୍ଜତ ବରବାଦ କରିଦେଲୁ ବୋଲି କହି ଝିଅକୁ ଗାଳି ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଏହାର କିଛି ସମୟ ପରେ ଦୀପାଞ୍ଜଳି ଘର ବାରି ପଛକୁ ଯାଇ ସେଠାରେ ଥିବା ଏକ ପିଜୁଳି ଗଛରେ ଦଉଡ଼ି ଦେଇ ଝୁଲି ପଡ଼ିଥିଲେ। ପରିବାର ଲୋକ ସେଠାରେ ପହଞ୍ଚିଲା ବେଳକୁ ସେତେବେଳକୁ ଦୀପାଞ୍ଜଳିଙ୍କ ଜୀବନ ଚାଲିଯାଇଥିଲା। ଦୀପାଞ୍ଜଳି ଓଏଭିରୁ ମାଟ୍ରିକ୍‍ ପାସ୍‌ କରିବା ପରେ ପଦ୍ମପୁରରେ +୨ ପଢ଼ିବା ସହିତ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଝିଅ ଭଲ ପାଠ ପଢ଼ୁଥିବାରୁ ଝିଅର ଭବିଷ୍ୟତକୁ ନେଇ ବାପା-ମା’ ବହୁତ ସ୍ବପ୍ନ ଦେଖିଥିଲେ। ତେବେ ଝିଅର ଏହି ଚରମ ପଦକ୍ଷେପକୁ ନେଇ ବାପା-ମା’ ତଥା ପରିବାର ଲୋକ ହତବାକ୍‌ ହୋଇପଡ଼ିଛନ୍ତି। ଦୀପାଞ୍ଜଳୀଙ୍କ ମୃତ୍ୟୁରେ ସମଗ୍ର ଝାଙ୍କ୍ରିପାଲି ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଲାଠୋର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।
www.samajalive.in (News Portal)
The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred One‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das, ‘The Samaja’ stands for high standards of accuracy, authenticity and the core value of journalism.

Over the years, it has slowly transformed itself into an institution. In the annals of the post independence era, the role of ‘The Samaja’ has been instrumental in awakening the social values and contributing in the nation building process. Now, it has a readership of around Sixteen lakh having a daily circulation of nearing three lakh fifty thousand and publishing from eight places having live editions as Bhubaneswar, Berhampur, Balasore, Cuttack, Kolkata, Rourkela, Sambalpur and Vizag spreading across three States – Odisha, Andhra Pradesh and West Bengal.

Visit Our Website https://www.samajalive.in/

Android App: https://play.google.com/store/apps/de...

YouTube:   / @samajalive  

Facebook:   / samajalive  

Twitter:   / samajalive  

Instagram:  / thesamaja  

Комментарии

Информация по комментариям в разработке

Похожие видео

  • ଇରାନରେ ଯୁଦ୍ଧ, କାଶ୍ମୀରରେ ନିଆଁ... | Iran War| Argus Digital
    ଇରାନରେ ଯୁଦ୍ଧ, କାଶ୍ମୀରରେ ନିଆଁ... | Iran War| Argus Digital
    55 минут назад
  • ଉଜୁଡ଼ିଗଲା ସଂସାର ଛାତିିଫାଟି କାନ୍ଦୁଛି ସ୍ତ୍ରୀ  | Odisha Reporter
    ଉଜୁଡ଼ିଗଲା ସଂସାର ଛାତିିଫାଟି କାନ୍ଦୁଛି ସ୍ତ୍ରୀ | Odisha Reporter
    55 минут назад
  • ଭିକ ମାଗିଲି ବୋଲି କେତେ କଥା ଶୁଣିଛି.. ଗୀତ ଗାଇବାକୁ ଇଚ୍ଛା ଥିଲେ ବି ସୁବିଧା ନଥିଲା
    ଭିକ ମାଗିଲି ବୋଲି କେତେ କଥା ଶୁଣିଛି.. ଗୀତ ଗାଇବାକୁ ଇଚ୍ଛା ଥିଲେ ବି ସୁବିଧା ନଥିଲା
    2 года назад
  • ଭୁବନେଶ୍ବରରେ ବଡ଼ ଅଘଟଣ | Murder In Bhubaneswar Mancheswar Police Station Area | Bhubaneswar Crime
    ଭୁବନେଶ୍ବରରେ ବଡ଼ ଅଘଟଣ | Murder In Bhubaneswar Mancheswar Police Station Area | Bhubaneswar Crime
    3 часа назад
  • ପ୍ରେମିକ ସହ ମିଶି ରାସ୍ତାରୁ ହଟାଇଦେଲା ସ୍ବାମୀକୁ ନବ ବିବାହିତା ବୋହୂ, ପ୍ରେମିକ କହୁଛି ଲଭ୍ ରେ ଏମିତି ହୁଏ
    ପ୍ରେମିକ ସହ ମିଶି ରାସ୍ତାରୁ ହଟାଇଦେଲା ସ୍ବାମୀକୁ ନବ ବିବାହିତା ବୋହୂ, ପ୍ରେମିକ କହୁଛି ଲଭ୍ ରେ ଏମିତି ହୁଏ
    3 года назад
  • ସ୍ୱାମୀର ପ୍ରେମିକାକୁ ଧରିଲା ସ୍ତ୍ରୀ
    ସ୍ୱାମୀର ପ୍ରେମିକାକୁ ଧରିଲା ସ୍ତ୍ରୀ
    1 год назад
  • ନିଜ ବାପାଙ୍କୁ ଗୁଳି ମାରି ଆରିରେ ଦେହରୁ ପିସ୍ ପିସ୍ କାଟି ନୀଳ ଡ୍ରମରେ ରଖିଥିଲି | Lucknowmurder ||
    ନିଜ ବାପାଙ୍କୁ ଗୁଳି ମାରି ଆରିରେ ଦେହରୁ ପିସ୍ ପିସ୍ କାଟି ନୀଳ ଡ୍ରମରେ ରଖିଥିଲି | Lucknowmurder ||
    1 день назад
  • ଜୁନିୟର ବାବା ଚଢ଼ୁଛନ୍ତି KTM, ଖାଉଛନ୍ତି ଚିକେନ୍! Junior Sarathi baba loves KTM bike and nonveg, Bbsr.
    ଜୁନିୟର ବାବା ଚଢ଼ୁଛନ୍ତି KTM, ଖାଉଛନ୍ତି ଚିକେନ୍! Junior Sarathi baba loves KTM bike and nonveg, Bbsr.
    1 год назад
  • ରାଗିଥିଲେ ପ୍ରେମିକ ଉପରେ, ଲିଫ୍ଟନେଲେ ଅଜଣା ଯୁବକ ଠାରୁ ! Plus 3 girl student death in Paradip,  Tarinigada.
    ରାଗିଥିଲେ ପ୍ରେମିକ ଉପରେ, ଲିଫ୍ଟନେଲେ ଅଜଣା ଯୁବକ ଠାରୁ ! Plus 3 girl student death in Paradip, Tarinigada.
    1 день назад
  • Отшельники Урала. 700 км по реке к деревням без электричества, дорог и связи
    Отшельники Урала. 700 км по реке к деревням без электричества, дорог и связи
    1 день назад
  • Special Story: 8 Months Later, Police Crack Murder Case, Recover Skeleton in Tapang
    Special Story: 8 Months Later, Police Crack Murder Case, Recover Skeleton in Tapang
    5 месяцев назад
  • LIVE | ମାରି କି ମୋ ଦାନ୍ତ ଭାଙ୍ଗି ଦେଇଥିଲେ | ବର୍ଷିଲେ ପ୍ରଭାତ| RAJYASABHA | Prabhat Biswal | PrameyaOdia
    LIVE | ମାରି କି ମୋ ଦାନ୍ତ ଭାଙ୍ଗି ଦେଇଥିଲେ | ବର୍ଷିଲେ ପ୍ରଭାତ| RAJYASABHA | Prabhat Biswal | PrameyaOdia
  • Nepal Gen Z Revolt: Youth vs Nepo Kids’ Privileged Lifestyle | Argus Digital
    Nepal Gen Z Revolt: Youth vs Nepo Kids’ Privileged Lifestyle | Argus Digital
    5 месяцев назад
  • ରାହୁଲକୁ କେମିତି ମାରିଥିଲେ, ଭାଇ ବଖାଣିଲେ ସବୁ ସତ! || What really happened near the school last night? ||
    ରାହୁଲକୁ କେମିତି ମାରିଥିଲେ, ଭାଇ ବଖାଣିଲେ ସବୁ ସତ! || What really happened near the school last night? ||
    48 минут назад
  • କୁହ ସିପ୍ରା, ଯଦି ସେ ତୁମ ସ୍ବାମୀ ମୁଁ ତାହେଲେ କିଏ ? wife Second marriage without divorce, keonjhar.
    କୁହ ସିପ୍ରା, ଯଦି ସେ ତୁମ ସ୍ବାମୀ ମୁଁ ତାହେଲେ କିଏ ? wife Second marriage without divorce, keonjhar.
    1 год назад
  • ବୁଢ଼ା ହେଇଗଲା ପରେ ମରିବାକୁ ଛାଡ଼ିଦେଲେ ପୋଷା କୁକୁର କୁ ରାସ୍ତାରେ 😭
    ବୁଢ଼ା ହେଇଗଲା ପରେ ମରିବାକୁ ଛାଡ଼ିଦେଲେ ପୋଷା କୁକୁର କୁ ରାସ୍ତାରେ 😭
    6 месяцев назад
  • ଦତ୍ତେଶ୍ୱର ହୋତାଙ୍କ ସମର୍ଥନକୁ ନେଇ କଂଗ୍ରେସରେ ବଢିଲା ଦ୍ୱନ୍ଦ Congress Ajay Kumar Lallu vs Bhakta Charan
    ଦତ୍ତେଶ୍ୱର ହୋତାଙ୍କ ସମର୍ଥନକୁ ନେଇ କଂଗ୍ରେସରେ ବଢିଲା ଦ୍ୱନ୍ଦ Congress Ajay Kumar Lallu vs Bhakta Charan
    20 часов назад
  • ବାଲେଶ୍ୱର ଜିଲ୍ଲା ଭୋଗରାଇର ବାପା-ମା ଛେଉଣ୍ଡ ଦୁଇ ଭାଇ ଭଉଣୀଙ୍କ ଦାୟିତ୍ୱ ବହନ କଲେ ଅଭିନେତା ସ୍ୱରାଜ
    ବାଲେଶ୍ୱର ଜିଲ୍ଲା ଭୋଗରାଇର ବାପା-ମା ଛେଉଣ୍ଡ ଦୁଇ ଭାଇ ଭଉଣୀଙ୍କ ଦାୟିତ୍ୱ ବହନ କଲେ ଅଭିନେତା ସ୍ୱରାଜ
    4 года назад
  • ସାଲିଆ ସାହି ଇଡକୋ ପଡିଆରେ ମୁହାଁମୁଁହିଁ ହେଲେ ବେପାରୀ ଓ ଆଦିବାସୀ ମହିଳା ! Tribal women protest in bbsr
    ସାଲିଆ ସାହି ଇଡକୋ ପଡିଆରେ ମୁହାଁମୁଁହିଁ ହେଲେ ବେପାରୀ ଓ ଆଦିବାସୀ ମହିଳା ! Tribal women protest in bbsr
    5 месяцев назад
  • 🔴Live | ସ୍ତ୍ରୀର ନଗ୍ନ ଫଟୋ ଭାଇରାଲ କଲା ସ୍ବାମୀ
    🔴Live | ସ୍ତ୍ରୀର ନଗ୍ନ ଫଟୋ ଭାଇରାଲ କଲା ସ୍ବାମୀ
    Трансляция закончилась 5 дней назад
  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей video2contact@gmail.com