Closed door meeting of Pandian's team | ଶଙ୍ଖଭବନ ବାହାରେ ମନ୍ତ୍ରଣା | The Quiver News

Описание к видео Closed door meeting of Pandian's team | ଶଙ୍ଖଭବନ ବାହାରେ ମନ୍ତ୍ରଣା | The Quiver News

ବିଜେଡିର ବାସ୍ତବ ମୁଖିଆ ଥିବା ଭିକେ ପାଣ୍ଡିଆନ ପୁଣି ଥରେ ଆକ୍ଟିଭ ହେଉଛନ୍ତି। ବିଜେଡିକୁ ଭାଙ୍ଗି ନୂଆ କରି ଦଳ କରିବାକୁ ଯୋଜନା ଚାଲିଛି। ସେଥିପାଇଁ ପାଣ୍ଡିଆନଙ୍କ ପ୍ରମୁଖ ସମର୍ଥକମାନେ ଶଙ୍ଖଭବନ ବାହାରେ ବଡ଼ ଷଡ଼ଯନ୍ତ୍ର କରୁଥିବା କୁହାଯାଉଛି। ପାଣ୍ଡିଆନଙ୍କ ପାଇଁ କ୍ରିତଦାସ ଠାରୁ ଟ୍ରାଫିକ ଡ୍ୟୁଟି କରୁଥିବା ବିଧାୟକ ପ୍ରତାପ ଦେବଙ୍କ ସରକାରୀ ଭାବସଭବନରେ ବିବାଦୀୟ ବିଜେଡି ନେତା ବବି ଓରଫ ପ୍ରଣବ ପ୍ରକାଶ ଦାସ, ବିଧାୟକ ସୁଶାନ୍ତ ରାଉତ, ବିଧାୟିକା ପ୍ରମିଳା ମଲ୍ଲିକ ପ୍ରମୁଖ ଏକଜୁଟ ହୋଇଛନ୍ତି। ଦଳକୁ କିପରି ପୁଣି ଥରେ ପାଣ୍ଡିଆନଙ୍କ ନିୟନ୍ତ୍ରଣକୁ ଅଣାଯିବ ସେହି ଯୋଜନା ପ୍ରସ୍ତୁତ କରିଥିବା କୁହାଯାଉଛି।
#thequiver #bjd #vkpandian #cmodisha #new_bjd #odishapolitics #politics_news #latestnews #latestupdate #bjdodisha #odishanews #pratapdev #bjp #mpaparajitasarangi #aparajitasarangi #mohanmajhi
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in YouTube!    / @thequivernews  
Like us in Facebook:   / thequiverofficial  
Follow us in Instagram:   / thequivernews  
Follow us in Twitter:   / thequivernews  
Visit our website: https://thequiver.in/
Follow us in LinkedIn:   / thequivernews  

Комментарии

Информация по комментариям в разработке