କେଡ଼େ ଅମାନବୀୟ, ସାମ୍ବାଦିକାଙ୍କୁ ଉପରକୁ କୁକୁର ଛାଡ଼ିଦେଲେ ରଘୁନନ୍ଦନ | Raghunandan Das | Lady Journalist |OR

Описание к видео କେଡ଼େ ଅମାନବୀୟ, ସାମ୍ବାଦିକାଙ୍କୁ ଉପରକୁ କୁକୁର ଛାଡ଼ିଦେଲେ ରଘୁନନ୍ଦନ | Raghunandan Das | Lady Journalist |OR

ମଣିଷ ହୋଇ ଅମଣିଷର ପରିଚୟ ଦେଲେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ । ଭୁଲିଗଲେ ମାନବିକତା, ମହିଳା ସାମ୍ବାଦିକଙ୍କ ଉପରକୁ ଛାଡିଦେଲେ କୁକୁର। ଆଉ ଗର୍ବର ସହ କହିଲେ ହଁ ମୁଁ ଛାଡି ଦେଲି କୁକୁର । ପ୍ରକୃତରେ ଏତେ ତଳକୁ ଖସିଗଲେ, ସାମ୍ବାଦିକଙ୍କ ଉପରକୁ କୁକୁର ଛାଡି ଆକ୍ରମଣ କଲେ । ଜଣେ ମହିଳାଙ୍କ ପ୍ରତି ଜଣେ ରାଜନେତାଙ୍କ ଇଏ କିଭଳି ବ୍ୟବହାର ? ମା’ଙ୍କୁ ସମ୍ମାନ କଥା କହୁଥିଲେ ପୂର୍ବର ସରକାର, ଏମିତି ଦେଉଥିଲେ ସମ୍ମାନ ? ଜଣେ ପୂର୍ବତନ ମନ୍ତ୍ରୀଙ୍କ ହୀନ କାର୍ଯ୍ୟାକଳାପ ଦେଖି ଲୋକେ ତାଜୁବ । ରଘୁନନ୍ଦନଙ୍କ ଛାତିରେ ପଶିଲାଣି ଛନକା, ଭୟରେ ଦିଶୁନି କି ବୁଦ୍ଧିବାଟ ।Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #JournalistAttack #Bhubaneswar #Raghunandan #OdishaPolice

Комментарии

Информация по комментариям в разработке