ନୂଆପଡାର କୋମନାର ଟୁକେଲ ମିସ୍ତ୍ରୀକଁର୍ କାମ୍ ଦେଖଲେ ଚମକିଯିବେ !

Описание к видео ନୂଆପଡାର କୋମନାର ଟୁକେଲ ମିସ୍ତ୍ରୀକଁର୍ କାମ୍ ଦେଖଲେ ଚମକିଯିବେ !

କେନ୍ କାମ୍ ଯେ ଟୁକେଲଟେ କରି ନାଇଁ ପାରେ । ଯେତେ କଠିନ୍ କାମ୍ ହେଇଥାଉ, ଯେତେ ଅଲଗା ହେଇଥାଉ, ହୁଏତ ଆର କରୁଥିବେ କି ନାଇଁ । କିନ୍ତୁ ଟୁକେଲଟେ ମନ୍ ଭିତରେ ଭାବିଦେଲା ଯେ ଗୁଟେ କାମ୍ କରବାର୍ ଅଛେ , କରିକି ଏକା ଦେଖାସି । ଟୁକେଲଟେ ଚାହେଁଲେ ସେ ନିଜେ ଏକା ସରିପୁର୍ଣ୍ଣା, ସ୍ୱୟଂସଂପୁର୍ଣ୍ଣା ।

For more such updates, please Like, Comment and Share our videos and Subscribe to our YouTube channel.

Contacts:-
Mail- [email protected]
Facebook-   / paharaa24x7  
Instagram-   / paharaa24x7  
Twitter-   / paharaa24x7  
Whatsapp- 7205661076
Website- https://www.paharaa.com/

Thanks & Regards
www.Paharaa.com
#ସମାଜ​ #ସଂସ୍କୃତି​ #ସମାଚାର #Odisha #Paharaa #Tukel_power #Padmini

Комментарии

Информация по комментариям в разработке