କେରଳରେ ଭାସିଗଲା ସଂସାର, ଗାଁରେ କାନ୍ଦୁଛି ପରିବାର..||Odia doctor dies in Kerala || Wayanad Landslide || OR

Описание к видео କେରଳରେ ଭାସିଗଲା ସଂସାର, ଗାଁରେ କାନ୍ଦୁଛି ପରିବାର..||Odia doctor dies in Kerala || Wayanad Landslide || OR

ଜନ୍ମଦିନଟା ଯେ ମୃତ୍ୟୁର ଦିନ ପାଲଟିଯିବ କିଏ ବା ଭାବିଥିଲା । ଡାକ୍ତରୀ ଚାକିରୀର ବ୍ୟସ୍ତତା ଭିତରେ ପତ୍ନୀଙ୍କୁ ଧରି ଛୁଟି କାଟିବାକୁ ଯାଇଥିଲେ । ମୌସୁମୀର ମସଗୁଲ ଭିତରେ ମଜା ଟିକେ ନେବାକୁ କେରଳ ଚାଲିଯାଇଥିଲେ । କେବଳ ଦୁହେଁ ନୁହେଁ ସାଥିରେ ଡାକ୍ତର ବନ୍ଧୁଙ୍କୁ ମଧ୍ୟ ନେଇକି ଯାଇଥିଲେ । ହୋଟେଲ ବୁକ କଲେ । ରାତ୍ରୀ ଯାପନ ବି କଲେ । କିନ୍ତୁ ସକାଳୁ ଉଠିଲା ବେଳକୁ ହୋଟେଲ ନଥିଲା...
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#WayanadLandslides #DoctorDeath #keralalandscape #GopFamily #Nimapada #BishnuprasadChinara #OdishaReporter #WayanadLandslide
#OdiaDoctor
#KeralaTragedy
#LandslideDisaster
#MissingDoctor
#EmergencyResponse
#OdishaInKerala
#TragicAccident
#RescueEfforts
#DisasterRelief

Комментарии

Информация по комментариям в разработке