Apasara Prema ( ଅପାସୋରା ପ୍ରେମ ) | HUMANE SAGAR | Odia Christian Devotional Song

Описание к видео Apasara Prema ( ଅପାସୋରା ପ୍ରେମ ) | HUMANE SAGAR | Odia Christian Devotional Song

SHARING THE GOSPEL THROUGH MUSIC 🎵

.
* use headphone for better sound experience *
.

Please watch till the end.
❤️🙏

Apasara Prema ( ଅପାସୋରା ପ୍ରେମ ) | HUMANE SAGAR | Odia Christian Devotional Song


- [ 𝗟𝗬𝗥𝗜𝗖𝗔𝗟 𝗩𝗘𝗥𝗦𝗜𝗢𝗡 ] -


Song Credits :-
---------------------
* Song - Apasara Prema ( ଅପାସୋରା ପ୍ରେମ )
* Singer - Humane Sagar
* Music Composer - Prasad Lima
* Lyrics - Dr. Prachi Ranjan Das
* Arrangements / Programming : Subham Samal
* Flute/ Sexsophone : SIMA ( Ollywood )
* Recording : Studio Sai Audio Art ( SAA ) Ashish Mahapatra (CUTTACK)

-------------------------
𝗢𝗿𝗶𝗴𝗶𝗻𝗮𝗹 𝗦𝗼𝘂𝗿𝗰𝗲 :-

𝗣𝗥𝗔𝗦𝗔𝗗 𝗟𝗜𝗠𝗔 𝗠𝗨𝗦𝗜𝗖 -    / @prasadlimamusic  
𝗔𝗣𝗔𝗦𝗢𝗥𝗔 𝗦𝗘 𝗣𝗥𝗘𝗠𝗔 ( 𝗠𝘂𝘀𝗶𝗰 𝗩𝗶𝗱𝗲𝗼 ) -    • APASORA | ଅପାସୋରା ସେ ପ୍ରେମ |  HUMAN S...  

-------------------------
Lyrics -

ଅ... ପାସୋରା ସେ ପ୍ରେମକୁ
ମୁଁ ପାଇଚି (୨)

ହଜି ମୁଁ ଯିବି ଓ ମଜି ମୁଁ ଯିବି ... (2)
ଗାଉଥିବି ମୋ ଜୀବନ ସାରା

ତୁମ ପ୍ରେମର ସେ ଧାରା
ଶେହିଯେ ଏକା ମୋ ସାହାରା - 0 -

ଅପାସୋରା.......

ଗଲ୍ ଗଥା ପରେ ଝରଇ
ଆଜିବି ସେ ରକ୍ତ ଧାର ...
ଚାହିଁ ଦେଖ ଫେରି ଥରେ
ଝରୁଛି ପ୍ରେମର ଝର ... (୨)

ଫେରିଆ ତୁ ବାରେ ... ସେ ପ୍ରେମ ଉହାଡେ
ପ୍ରସାରିତ ବାହୁ କହେ (୨)

ଅପାସୋରା.......

ଶୂନ୍ୟ ସମାଧି କହଇ
ଭାଙ୍ଗିଛି ମୃତ୍ୟୁ ନାହୁଡ ...
ଦେଖ ଯିଶୁ ସଞ୍ଜିବିତ
ସେ ଏକା ମୁକ୍ତିର ପଥ ... (୨)

ପ୍ରେମରେ ସେ ତତେ ... ତୋଲିନେବେ ହାତେ
ଅନନ୍ତ ଜୀବନ ଦେବେ (୨)

ଅପାସୋରା ...

-------------------------

• Video Presentation & Editz - JB Music Official

*ALL Credit goes to the Original owner / content owner of this song
*This Video is not for commercial purposes but for the glory of our ALMIGHTY GOD

#ApasaraPrema #OdiaChristianSong #HumaneSagar
_______________________________________________

𝗦𝗼 𝘄𝗲 𝗱𝗼 𝗻𝗼𝘁 𝗹𝗼𝘀𝗲 𝗵𝗲𝗮𝗿𝘁. 𝗧𝗵𝗼𝘂𝗴𝗵 𝗼𝘂𝗿 𝗼𝘂𝘁𝗲𝗿 𝘀𝗲𝗹𝗳 𝗶𝘀 𝘄𝗮𝘀𝘁𝗶𝗻𝗴 𝗮𝘄𝗮𝘆, 𝗼𝘂𝗿 𝗶𝗻𝗻𝗲𝗿 𝘀𝗲𝗹𝗳 𝗶𝘀 𝗯𝗲𝗶𝗻𝗴 𝗿𝗲𝗻𝗲𝘄𝗲𝗱 𝗱𝗮𝘆 𝗯𝘆 𝗱𝗮𝘆. 𝗙𝗼𝗿 𝘁𝗵𝗶𝘀 𝗹𝗶𝗴𝗵𝘁 𝗺𝗼𝗺𝗲𝗻𝘁𝗮𝗿𝘆 𝗮𝗳𝗳𝗹𝗶𝗰𝘁𝗶𝗼𝗻 𝗶𝘀 𝗽𝗿𝗲𝗽𝗮𝗿𝗶𝗻𝗴 𝗳𝗼𝗿 𝘂𝘀 𝗮𝗻 𝗲𝘁𝗲𝗿𝗻𝗮𝗹 𝘄𝗲𝗶𝗴𝗵𝘁 𝗼𝗳 𝗴𝗹𝗼𝗿𝘆 𝗯𝗲𝘆𝗼𝗻𝗱 𝗮𝗹𝗹 𝗰𝗼𝗺𝗽𝗮𝗿𝗶𝘀𝗼𝗻, 𝗮𝘀 𝘄𝗲 𝗹𝗼𝗼𝗸 𝗻𝗼𝘁 𝘁𝗼 𝘁𝗵𝗲 𝘁𝗵𝗶𝗻𝗴𝘀 𝘁𝗵𝗮𝘁 𝗮𝗿𝗲 𝘀𝗲𝗲𝗻 𝗯𝘂𝘁 𝘁𝗼 𝘁𝗵𝗲 𝘁𝗵𝗶𝗻𝗴𝘀 𝘁𝗵𝗮𝘁 𝗮𝗿𝗲 𝘂𝗻𝘀𝗲𝗲𝗻.

2 𝗖𝗼𝗿𝗶𝗻𝘁𝗵𝗶𝗮𝗻𝘀 4:16-18

ତେଣୁ ଆମ୍ଭେମାନେ କ୍ଳାନ୍ତ ହେଉ ନାହୁଁ, କିନ୍ତୁ ଆମ୍ଭମାନଙ୍କର ବାହ୍ୟିକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା ଆମ୍ଭମାନଙ୍କ ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଉଅଛି ।
କାରଣ ଏହି କ୍ଷଣକାଳସ୍ଥାୟୀ ଲଘୁ କ୍ଳେଶ ଅତ୍ୟଧିକ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତକାଳସ୍ଥାୟୀ ମହା ଗୌରବ ସାଧନ କରୁଅଛି;

ଯେଣୁ ଆମ୍ଭେମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ କରୁଅଛୁ; କାରଣ ଦୃଶ୍ୟ ବିଷୟ କ୍ଷଣକାଳସ୍ଥାୟୀ, କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତକାଳସ୍ଥାୟୀ ।

୨ କରିନ୍ଥୀୟ 4:16-18

-------------

Our aims is to spread GOD's word and his love .
GOD be praised through this YouTube Channel.

We upload new Christian Music Videos.

--------------------------------------------------------------------------
𝗟𝗜𝗞𝗘 ! 𝗦𝗛𝗔𝗥𝗘 ! 𝗦𝗨𝗕𝗦𝗖𝗥𝗜𝗕𝗘 !
𝗛𝗘𝗟𝗣 𝗨𝗦 𝗦𝗛𝗔𝗥𝗘 𝗚𝗢𝗗'𝘀 𝗪𝗢𝗥𝗗 𝗧𝗢 𝗘𝗩𝗘𝗥𝗬 𝗖𝗢𝗥𝗡𝗘𝗥 𝗢𝗙 𝗧𝗛𝗘 𝗪𝗢𝗥𝗟𝗗.
--------------------------------------------------------------------------

Copyright Disclaimer
Under Section 107 of the Copyright Act 1976 , allowance is made for " fair use " for purposes such as criticism , sharing, comment , news re porting , teaching , scholarship , and research . Fair use is a use permitted by copyright statute that might otherwise be infringing . Non - profit , educational or personal use tips the balance in favor of fair use . "

--------------------
Contact :-
( ANY QUERY )
Mail - [email protected]

𝗣𝗿𝗮𝗶𝘀𝗲 𝗧𝗵𝗲 𝗟𝗼𝗿𝗱 .


© Prasad Lima Music & 2020 JBMUSIC OFFICIAL

Комментарии

Информация по комментариям в разработке