Subhadra Yojana opt out Successfully l Subhadra Yojana opt out Remove

Описание к видео Subhadra Yojana opt out Successfully l Subhadra Yojana opt out Remove

1st :- By Mistake I Click Opting out Option I Belongs to Poor Family and I am Eligible So Please Recheck and
Approve My Application


2 nd :- ମାନନୀୟ। ,
ଶ୍ରୀମତି ଉପ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ ଉନ୍ନୟନ
ବିଭାଗ , ଓଡ଼ିଶା
( ମହୋଦୟ ---------------------- ସମିପେଶୁ )
ବିଷୟ - ସୁଭଦ୍ରା ଯୋଜନା OPT - OUT ସମ୍ବନ୍ଧରେ
ମହାଶୟା ,
ନିବେଦନର କାରଣ ଏହିକି ଯେ ମୁଁ ଶ୍ରୀମତି/ କୁମାରୀ,
ନାମ - _ , ଗ୍ରାମ - , ଗ୍ରାପ -
ବ୍ଲକ୍ - _ , ଜିଲ୍ଲା - , ପିନ - _
ର ଅଧିବାସୀ ଅଟେ, ମୁଁ ଏକ ଗରିବ ଶ୍ରେଣୀର ଲୋକ, ସରକାରଙ୍କ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିଲି , ସୁଭଦ୍ରା ଯୋଜନା ରୁ ଟଙ୍କା ପାଇବା ପାଇଁ ସରକାରଙ୍କ ଯେଉଁ ମାନଦଣ୍ଡ ଅଛି ତାକୁ ମୁଁ ପୁରଣ କରେ, କିନ୍ତୁ ଗତ ( ୦୯, ଡିସେମ୍ବର ,୨୦୨୪ ) ତାରିଖ ଦିନ ସୁଭଦ୍ରା ପୋର୍ଟାଲ ରେ ଆସିଥିବା , ( OPT - OUT ) ଅପ୍ସନ୍ ଉପରେ ଭୁଲବଶତଃ କ୍ଲିକ କରି ସୁଭଦ୍ରା ଯୋଜନା ରୁ ନିଜକୁ ବାଦ ଦେଇଛି , ଏହା ମୋର ଅଜଣା ଭୁଲ ଏବଂ ଏହା ପାଇଁ ମୁଁ ଦୁଃଖିତ ,
ଏଣୁ ବିନୀତ ଅନୁରୋଧ କରେକି ଆପଣ
ଦୟା ପରବେଶ ଏହାକୁ ପୁର୍ନବିଚାର କରି ଏହି ସମସ୍ୟାର ସମାଧାନ ର ବ୍ୟବସ୍ଥା କଲେ , ମୁଁ ଆପଣଙ୍କ ଠାରେ ଚିର ଉପକୃତ ରହିବି
"" ଇତି ""
ଆପଣଙ୍କ ବିଶ୍ଵସ୍ତ
ନାମ - _
ଗ୍ରାମ - _
ଗ୍ରାପ - _
ବ୍ଲକ - _
ଜିଲ୍ଲା - _
ପିନ ନଂ - __
ସୁଭଦ୍ରା ଆପ୍ଲିକେସନ ନଂ - __ SU

Комментарии

Информация по комментариям в разработке