‘ଯେତେଥର ଛିଡ଼ା ହେଉଥିଲେ ଆମ୍ବେଦକର, ସେତେ ଥର ହରାଉଥିଲା କଂଗ୍ରେସ’ | Dr. Bheemrao Ambedkar | Odisha Reporter

Описание к видео ‘ଯେତେଥର ଛିଡ଼ା ହେଉଥିଲେ ଆମ୍ବେଦକର, ସେତେ ଥର ହରାଉଥିଲା କଂଗ୍ରେସ’ | Dr. Bheemrao Ambedkar | Odisha Reporter

#ଆମ୍ବେଦକରଙ୍କୁ_ଜାଣିଶୁଣି_ହରାଉଥିଲା_କଂଗ୍ରେସ
ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ କରାଯାଇଥିବା କଥା କହି କଂଗ୍ରେସ ଆଜି ରାଜରାସ୍ତାରେ ଆନ୍ଦୋଳନ କରୁଛି । ହେଲେ ବାସ୍ତବରେ କଣ ସେ ସମୟରେ ଅମ୍ବେଦକରଙ୍କୁ ଉଚିତ ସମ୍ମାନ ଦେଇଥିଲା କଂଗ୍ରେସ ? ନା କେବଳ ଭୋଟ ବ୍ୟାଙ୍କ ପାଇଁ ଆଜି କୁମ୍ଭୀର କାନ୍ଦଣା କାନ୍ଦୁଛି ? ଆମ୍ବେଦକରଙ୍କ ସହ କଂଗ୍ରେସ କଣ କରିଥିଲା ? ସେ ସମୟର ସବୁ କଥା ଗୋଟି ଗୋଟି କରି କହିଛନ୍ତି ବୁଦ୍ଧିଜୀବୀ ମାଧବ ବେହେରା ।
‘ଯେତେଥର ଛିଡ଼ା ହେଉଥିଲେ ଆମ୍ବେଦକର, ସେତେ ଥର ହରାଉଥିଲା କଂଗ୍ରେସ’ | Dr. Bheemrao Ambedkar | Odisha Reporter | Baba Saheb Ambedkar

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #brambedkar #madhavbehera #Congress #SpecialInterview #politics

Комментарии

Информация по комментариям в разработке